ହେଡଲାଇନସ୍:

ଦୁଇ ଛାତ୍ର ଙ୍କ ସଲ୍ଲିଳ ସମାଧୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳ ଛକରେ ଅବସ୍ଥିତ ଭୈରବ ବନ୍ଧରେ ଦୁଇ ଛାତ୍ର ଙ୍କ ସଲ୍ଲିଳ ସମାଧୀ ଘଟିଛି। ଦୁଇ ଛାତ୍ର ଙ୍କ ମଧ୍ୟରୁ ଜଣେ ବିଶିଷ୍ଟ ଔଷଧ ବ୍ୟବସାୟୀଙ୍କ ପୁଅ ଓ ଅନ୍ୟ ଜଣେ ମିଶି ଖରାର ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଉକ୍ତ ବନ୍ଧରେ ପାଣିରେ ପହଁରିବା ସମୟରେ ଅସାବଧାନତା ବଶତଃ ବୁଡି ଯାଇ ପ୍ରାଣ ହରାଇଛନ୍ତି ଓ ଦୁହିଁଙ୍କ ଶବକୁ ବ୍ରହ୍ମପୁର ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି।

0
0
0
s2sdefault