ହେଡଲାଇନସ୍:

ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ ରେ ଶିଶୁ ଦିବସ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର:-ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲ୍ ର ଉଭୟ ପଦ୍ମପୁର ଏବଂ ଖୁଣ୍ଟପାଲି ପରିସରରେ ଶିଶୁ ଦିବସ ପାଳନ କରାଯାଇଥିଲା । ସର୍ବପ୍ରଥମେ ଚନ୍ଦନ ଲଗାଇ ଏବଂ ପୁଷ୍ପବୃଷ୍ଟି କରି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ୍ ପରିସର କୁ ସ୍ଵାଗତ କରାଯାଇଥିଲା । ଏହି ଉତ୍ସବ ରେ ଶ୍ରୀ ଅଭିଷେକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଣ୍ଡିତ ଜୱାହର ଲାଲ ନେହେରୁ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ସ୍କୁଲ୍ ର ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାଶ ଏବଂ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପଦ୍ମନାଭ ପଣ୍ଡା ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ଦିବସ ର ଅଭିନନ୍ଦନ ଜଣାଇଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

0
0
0
s2sdefault