ହେଡଲାଇନସ୍:

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଲାୟନ୍ସ କ୍ଲବ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଲାୟନ୍ସ କ୍ଲବ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନବମ ଓ ଦଶମ ଶ୍ରେଣୀ ପାଇଁ English Essay Competition “TOGETHER AS ONE” ହୋଇଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତା “TOGETHER AS ONE” ପୋଷ୍ଟର ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତା ଲାୟନ୍ସ କ୍ଲବର ସଦସ୍ୟ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ,ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସନ୍ତୋଷିନୀ ରଥ, ଶ୍ରୀଯୁକ୍ତ ବିନୋଦ ମିଶ୍ର, ଶ୍ରୀ ଶାଶ୍ଵତ ଦାଶ ଙ୍କ ତତ୍ତ୍ବ।ବଧାନରେ ଅନୁଷ୍ଠିତ ହୋଇଯାଇଛି । ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୯ ଜଣ ଓ English Essay Competition ରେ ୧୯ ଜଣ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ । ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା |

0
0
0
s2sdefault