ହେଡଲାଇନସ୍:

ଗୁଣପୁର ବିଜେପି ପକ୍ଷରୁ ୧୧୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ତା ୨୯/୦୯/୨୪ ଗୁଣପୁର ଶ୍ରୀ ରାମ ମନ୍ଦିର ଜେଲ ପେଟା ସ୍ଥିତ କଲ୍ୟାଣ ମଣ୍ଡପ ଗୁଣୁପୁର ପୌର ପରିଷଦର ଶକ୍ତିକେନ୍ଦ୍ର ସହାୟତାରେ ବୁଥ ନମ୍ବର ୨୪୪ର ସଦସ୍ୟ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ୧୧୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଗୁଣୁପୁର ବିଧାନ ସଭା ସଂଯୋଜକ କୀର୍ତ୍ତି କୁମାର ପଣ୍ଡା ଏବଂ ନଗର ସଂଯୋଜକ ରୋହନ ପଟ୍ଟନାୟକ ଙ୍କ ନେତୃତ୍ୱରେ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ , ଜିଲ୍ଲା ଉପସଭାପତି ଉଦୟନାଥ ପାଢ଼ୀ , ଗୁଣୁପୁର ନଗର ସଭାପତି ବଦ୍ରିନାଥ ମହାନ୍ତି ,ମନ୍ କି ବାତ୍ ବିଧାନସଭା ସଂଯୋଜକ କୀର୍ତ୍ତି କୁମାର ପଣ୍ଡା,ନଗର ସଂଯୋଜକ ରୋହନ ପଟ୍ଟନାୟକ, ବରିଷ୍ଠ ନେତା ବାପି ପଣ୍ଡା,ଯୁବନେତା ଜଗଦୀଶପଣ୍ଡା,ଯୁବ ମୋର୍ଚ୍ଚା ମୁଖୀ ଦିବାକର,ପିଙ୍କି ମହାପାତ୍ର ,ଜୟଦେବ ପଣ୍ଡା, ଦିଲୀପ ନାଗବଂଶ,ସାଇ ପ୍ରଥମ ମହାରଣା,ଶାନ୍ତୁନୁ ପାଣିଗ୍ରାହୀ,ଅମିତ୍ ଷଡ଼ଙ୍ଗୀ,K ରବି କୁମାର,L ଭେଙ୍କଟ ରାଓ,କୁନା ପଣ୍ଡା, ଜୋନାଲି ଶବର,ଦିଲୀପ ଦାସ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଆଦି ଉପସ୍ଥିତ ରହିଥିଲେ।

 

0
0
0
s2sdefault