ହେଡଲାଇନସ୍:

ଝାରବନ୍ଧ ର ଝିଅ ପ୍ରାଇଡ୍ ଅଫ ଇଣ୍ଡିଆରେ ସମ୍ମାନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ /ମନୋହର ଦାଶ : - ବରଗଡ ଜିଲ୍ଲା ଝାରବନ୍ଧ ର ତୁଷାର ସାହୁ ଓ ହେମଲତା ସାହୁ ଙ୍କ ଜୟନ୍ତୀ ସାହୁ ମିସ୍ ଟିମ ଓଡ଼ିଶା ଓଡିଶା ୨୦୨୪ରେ ପ୍ରତିଯୋଗୀତାରେ ପ୍ରାଇଡ ଅଫ୍ ଇଣ୍ଡିଆରେ ସମ୍ମାନୀତ ହୋଇଛନ୍ତି।ଗତ ସେପ୍ଟେମ୍ବର ୨୫ ତାରିଖରେ ଦିଲ୍ଲୀରେ ଆୟୋଜିତ ପ୍ରାଇଡ ଅଫ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମିସ ଟିମ୍ ଓଡ଼ିଶା ଉଇନର୍ ସମ୍ମାନୀତ ହେବା ବରଗଡ଼ ଜିଲ୍ଲା ତଥା ଝାରବନ୍ଧ ବ୍ଲକ ପାଇଁ ଗର୍ବ ଓ ଗୌରବ ବିଷୟ ଅଟେ।ସେ ବୈଦିକ ହାଇୟର ସେକେଣ୍ଡାରୀ ସ୍କୁଲ ସମ୍ବଲପୁରର +୨ କଳା ଛାତ୍ରୀ ଭାବେ ଅଧ୍ୟୟନ ରତ।

0
0
0
s2sdefault