ହେଡଲାଇନସ୍:

ବରଗଡ ଜିଲ୍ଲା ଯୁବ ମହୋତ୍ସବରେ ଏକାଙ୍କିକା ପ୍ରତିଯୋଗିତାରେ ପକ୍ଷପାତିତା ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /NILA DEEP :  ଦୁଇ ଦିନ ଧରି ବରଗଡ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ଏନଏସିରୁ ଦଳ ଗୁଡିକ ମନୋନୀତ ହୋଇ ଜିଲ୍ଲା ସ୍ତରରେ  ଯୋଗ ଦେଇଥିଲେ । ନିୟମ ଅନୁସାରେ ୧୩ ରୁ ୩୫ ବର୍ଷର କଳାକାର ପାଇଁ ଏହି ପ୍ରତିଯୋଗିତା ଉର୍ଦ୍ଧିଷ୍ଟ ।  ଏକାଙ୍କିକା ପରିପ୍ରେକ୍ଷୀରେ ସଚେତନ ହେମା ନାଟ୍ୟ ନାଟ୍ୟ ଅନୁଷ୍ଠାନ  ଢୋଳବନ୍ଧର ,ପଦ୍ମପୁର ବ୍ଲକର କଳାକାରବୃନ୍ଦ  କୁନ୍ଦୁଲି ଗଣ ଦୁଷ୍କର୍ମ ଉପରେ ପରିବେଷିତ ନାଟକ କୁନ୍ଦୁଲି ରାଏଜ କି ବେଟି ପରିବେଷଣ କରିଥିଲେ ।  କିନ୍ତୁ ବିଚାରକଙ୍କ ଦ୍ୱାରା ରାଜ୍ୟସ୍ତରୀୟ ପାଇଁ ଅନ୍ୟ ଏକ ନାଟ୍ୟଦଳକୁ ବଛା ଯାଇଛି ଯେଉଁଥିରେ ୩୫ ବର୍ଷରୁ ଅଧିକ ବୟସର କଳାକାର ମାନେ ଅଭିନୟ କରିଛନ୍ତି ଯାହାକି ବେଆଇନ ତଥା କୋମଳ ମତି କଳାକାର ମାନଙ୍କ ପାଇଁ ନିରୁତ୍ସାହର ବିଷୟ  । ସେଠାରେ  ଅଧିକାରୀମାନେ କେବଳ ପଦ୍ମପୁରର କଳାକାର ମାନଙ୍କୁ ଆଧାର କାର୍ଡ ମାଗୁଥିବା ବେଳେ ସେମାନଙ୍କୁ ଓଲଟା ପ୍ରଶୟ ଦେଉଥିବାର ମନେହୁଏ ।  ଏଣୁ  ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରି ଜିଲ୍ଲାର ଜିଲ୍ଲାପାଳ  ଅତି ଶିଘ୍ର ତାର ସମାଧାନର ପନ୍ଥା ନିର୍ଣ୍ଣୟ କରିବାକୁ ଦାବି ହୁଏ ।

0
0
0
s2sdefault