ହେଡଲାଇନସ୍:

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୮.୦୯.୨୦୨୩/ସୁମନ୍ତ କୁମାର ଦାସ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ବେ ଶହ ଶହ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀ ଙ୍କ ଭାରତ ଯୋଡ଼ ଯାତ୍ରା ର‌ ସଫଳତା ପାଇଁ ରାହୁଲ ଗାନ୍ଧୀ ଙ୍କୁ ଅଭିନନ୍ଦନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା, ପ୍ରଦେଶ କଂଗ୍ରେସ ସଭ୍ୟ ଇଂ ନଳିନୀ କୁମାର ସ୍ବାଇଁ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁଵ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଚରଣ ଜେନା,ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଦୀପ୍ତି ରାଣୀ ପ୍ରଧାନ,ରାଜ୍ୟ ଛାତ୍ର କଂଗ୍ରେସ‌ ଉପ ସଭାପତି ସୁନିଲ କୁମାର ମାଟିଆ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଜେନା,ନଗର ମହିଳା କଂଗ୍ରେସ ସଭାନେତ୍ରୀ ମାନସୀ ନନ୍ଦ, ବିଧାନସଭା ଯୁବ କଂଗ୍ରେସ ସଭାପତି ସ୍ବରୂପ କାନୁନଗୋ,ପାରିଷଦ ଜଗଦାନନ୍ଦ ପଢିହାରୀ, ଓମ୍ ସାଇ ସତ୍ୟ ପ୍ରକାଶ,ମିଲି ସେଠୀ, ପୂର୍ବତନ ପାରିଷଦ ସୁବାସ ଚନ୍ଦ୍ର ସାହୁ, ଦିଲ୍ଲୀପ ସିଂହ, କଂଗ୍ରେସ ଉପ ସଭାପତି ଲିପୁ ମହାନ୍ତି, କଂଗ୍ରେସ ନେତା ଭଗତ ତାରେଣିଆ, ଅଭିମନ୍ୟୁ ରାଉତ,ଅଶୋକ ଭୋଇ, ଅଞ୍ଜନ ସାମଲ,ବୀରବର ନାୟକ, ବାରମ୍ବର ବେହେରା,ସ୍ବାସ୍ତୀ ପ୍ରସାଦ ମିଶ୍ର, ସଂଜୀବ ମିଶ୍ର, ମନୋରଞ୍ଜନ ମହାନ୍ତି,ମିନୁ ଚୌଧୁରୀ,ଜିଲୁ ଚୌଧୁରୀ,ଶଙ୍କରେଶ୍ବର ଦାସ, ସୁମିତ୍ରା ବିଶ୍ବାଳ, ନିରଞ୍ଜନ ସେନ,ରିତାଞ୍ଜଳୀ ଦାସ ପ୍ରମୁଖ ଯୋଗଦେଇଥିଲେ।

0
0
0
s2sdefault