ସୁନ୍ଦରଗଡ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡ଼ବ୍ଲ୍ୟୁଓଡିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡ଼ ଅଜିତ କୁମାର ମିଶ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ହେମଗିରି ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଡ଼ବ୍ଲ୍ୟୁଓଡିସି ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ବିଷୟରେ ଅଧିକାରୀ ମାନଙ୍କଠାରୁ ଅବଗତ ହୋଇଛନ୍ତି | ସମୀକ୍ଷା ବୈଠକରେ ପରିଷଦର ବୈଷୟିକ ପରାମର୍ଶଦାତା, ବ୍ଲକ ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, କୋଷାଧ୍ୟକ୍ଷ, ଡିପିଏମୟୁ ସୁନ୍ଦରଗଡ଼ର ଉପ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।
ରାଜ୍ୟ
ହେମଗିରି ବ୍ଲକରେ ଡ଼ବ୍ଲ୍ୟୁଓଡିସିର ସିଇଓଙ୍କ ସମୀକ୍ଷା ବୈଠକ
- Hits: 248








