ହେଡଲାଇନସ୍:

ପଲସାପାଲି ରେ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନ କଲେ ବିଧାୟିକା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ପଲସାପାଲି ଠାରେ ଏକ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜୋନ ୦୧ ଜିଲ୍ଲା ପରିଷଦ ପୂର୍ଣିମା ରଣା, ସମିତି ସଭ୍ଯ ଅମିଲାଲ ଭୁଏ, ସରପଞ୍ଚ ପାତ୍ର ଭୁଏ, ସଭାପତି, ସମ୍ପାଦକ ଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ l

0
0
0
s2sdefault