ହେଡଲାଇନସ୍:

ଭୋଟର ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ :ଗଣ୍ଡଳାଗ୍ରାମ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି , ଅଧ୍ୟକ୍ଷା ଡ଼ ଅମିତା ପଣ୍ଡା ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ହିଞ୍ଜିଳିକାଟୁ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା ଯୋଗ ଦେଇ ଭୋଟର ସଚେତନତା ବିଷୟରେ ବୁଝାଇଥିଲେ. l ମୁଖ୍ୟ ବକ୍ତା ଏ ବିଡ଼ିଓ ଶ୍ରୀ ଅରୁଣ କୁମାର ପ୍ରଧାନ. ସାର୍ମାନିତ ଅତିଥି ଗଣ୍ଡଳା ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇ ସଚେତନତା ବିଷୟରେ ପିଲାମାନଙ୍କୁ ବୁଝାଇ ଥିଲେ . ଏହି କାର୍ଯ୍ୟକ୍ରମ କୁ ଶ୍ରୀ କାଳୁ ଚରଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶ୍ରୀ ମାନସ ରଞ୍ଜନ ପଟନାୟକ ଧନ୍ୟବାଦ ପ୍ରଦାନ କରି ଥିଲେ . ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ କର୍ମ କର୍ତ୍ତା ଅଂଶ ଗ୍ରହଣ କରିଥିଲେ |

0
0
0
s2sdefault