ହେଡଲାଇନସ୍:

ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତି ମୂର୍ତ୍ତି ର ଶୁଭ ଉନ୍ମଚୋନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ପବିତ୍ର ସ୍ୱାଧୀନତା ଦିବସ ଅବସର ରେ ବାସୁଦେବପୁର ରେ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତି ମୂର୍ତ୍ତି ର ଶୁଭ ଉନ୍ମୋଚନ ହୋଇ ଯାଇଛି।  ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ, ଶିକ୍ଷାବିତ ଦୁଃଶାସନ ରାଉତ, ସମାଜସେବୀ ଶୁଭେନ୍ଦୁ ଭୂଷଣ ବେହେରା ଉପସ୍ଥିତ ରହି ପୂଜା ପାଠ କରିବା ସହ ଶୁଭ ଉନ୍ମ ଚୋନ କରିଥିଲେ । ଏହି ଅବସର ରେ ଅତିଥି ପତାକା ଉତ୍ତୋଳନ କରି ଥିଲେ। ପରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ସମାଜ ସେବୀ ଓ ବୁଦ୍ଧିଜୀବୀ, ସହିଦ୍ ତୀର୍ଥ ଯାତ୍ରୀ ସଂଘ୍ ର ସଦସ୍ୟ ବୈ ଲୋଚନ ଜେନା, ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଜାତୀୟ କବି ଙ୍କ ପ୍ରତି ମୂର୍ତ୍ତି ର ପୁଷ୍ପ ମାଲ୍ୟ କରିଥିଲେ।

0
0
0
s2sdefault