ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ପାଳନ ହେଲା ସ୍ୱାଧୀନତା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ:ବଡ଼ଚଣା ର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି,ଚଣ୍ଡିଖୋଲ ସ୍ଥିତ ସମାଜ ବିକାଶ କର୍ମ ଯିବି ଶ୍ରମିକ ସଙ୍ଘ ରେ ମଧ୍ୟ ଏ ବର୍ଷ ପତାକା ଉତ୍ତାଳନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ରେ ମୁଖ୍ଯ ଅଥିତି ଭାବେ ରାଜ୍ୟ ଅଣ ସଂଗଠିତ ଶ୍ରମିକ ସଙ୍ଘ ସମୋନୟ୍ କମିଟି ର ସଭାପତି ,ଶ୍ରୀଯୁକ୍ତ ନୃସିଂହ ମିଶ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ, ଉକ୍ତ ସଭାରେ ସମାଜ ବିକାଶ କର୍ମ ଜିବି ଶ୍ରମିକ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ରମେଶ ଜେନା ସଭାପତିତ୍ଵ କରି ଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଶାସକ ପ୍ରଶାସକ ର ବଡ଼ଚଣା ପ୍ରତି ନିଧି ଯୋଗ ଦେଇଥିଲେ ଅନ୍ୟ ମାନଙ୍କ ନଧ୍ୟରେ କାର୍ତିକ ବେହେରା ଦିଲୀପ ପ୍ରଧାନ ଦିଲୀପ ଜେନା ସସ୍ମିତା ବେହେରା ଓ ବହୁ କର୍ମ କର୍ତା ଉପସ୍ଥିତ ଥିଲେ ସେହି ପରି ବନ୍ଦାଳ ଯୁବ ତଲିମି କେନ୍ଦ୍ର ଠାରେ, ଓଡିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ପତାକା ଉତ୍ତଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସ୍ତମ୍ଭ କାର ସମାଜ ସେବି ବଡ଼ଚଣା ମାଟି ର ସୁପୁତ୍ର ଶ୍ରୀଯୁକ୍ତ ମାନସ ଜେନା ,ପତାକା ଉତ୍ତଳନ କରିଥିବା ବେଳେ ମଞ୍ଚ ର ବଡ଼ଚଣା ସଭାପତି ଭରତ ମାଲିକ ସଭପତିତ୍ଵ୍ କରିଥିଲେ ଅନ୍ୟମନଙ୍କ୍ ମଧ୍ୟରେ ବିଶିଷ୍ଟ ସମାଜ ସେବି ଶ୍ରୀମତୀ ସ୍ମିତା ପଟନାୟକ ଡାକ୍ତର ପବନେସ୍ୱର ଜେନା ପ୍ରମୁଖ୍ ଯୋଗ ଦେଇଥିବାବେଳେ ମଞ୍ଚ ର ବହୁ କର୍ମ କର୍ତା ଉପସ୍ଥିତ ଥିଲେ, ସେହି ପରି ଦର୍ପଣ ପଂଚାୟତ କାର୍ଯ୍ୟାଳୟ ସିହା ପଂଚାୟତ କାର୍ଯ୍ୟାଳୟ କାଇମାଟିଆ ଶାଳପଡା ସମିଆ ପରିଆ ଚଣ୍ଡୀ ତଳ ପ୍ରଭୁତି ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି

0
0
0
s2sdefault

 

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/