ହେଡଲାଇନସ୍:

ବିଧାୟକ ଙ୍କ 5 T ସ୍କୁଲ ପରିଦର୍ଶନ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ଥିବା ବ୍ରାହ୍ମଣ ଗାଁ ନୋଡାଲ ସ୍କୁଲ୍ କୁ 5 T କାମ ର ତଦାରଖ ପାଇଁ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ପରିଦର୍ଶନ ରେ ଯାଇଥିଲେ। ବିଧାୟକ ବିଷ୍ଣୁ ବ୍ରତ ବିଦ୍ୟାଳୟ ପରିଦର୍ଶନ କରିବା ସହ ବାକି ରହିଥିବା କାମ ର ଶୀଘ୍ର ସମ୍ପୂର୍ଣ ପାଇଁ ପ୍ରତିଶ୍ରୁତି ଦେଇ ଥିଲେ। ତାଙ୍କ ଗସ୍ତ ସମୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପୂର୍ବତନ ସରପଂଚ ହରିହର ଶିଅଳ, ପୂର୍ବତନ ଶିକ୍ଷକ ପ୍ରଭାତ ରାଉତ ଓ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ। ବିଧାୟକ ସହ ପ୍ରତିନିଧି ଅସିତ୍ କୁମାର ଦାସ, ଦିନ ବନ୍ଧୁ ଦାସ ବିଦ୍ୟାଳୟ କୁ ଯାଇଥିଲେ।

0
0
0
s2sdefault