ହେଡଲାଇନସ୍:

ଇକୋରୋ ପକ୍ଷରୁ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ନବୀକୃତ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ଦ୍ୱାରା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ନବୀକୃତ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡ ଉଦ୍ଘାଟନ କରୁଛନ୍ତି । ପାର୍କରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି ଯାହା ଦ୍ୱାରା ପିଲାମାନେ ମଜା ନେବା ସହିତ ଶାରୀରିକ ବ୍ୟାୟାମ ଉପଭୋଗ କରିବେ | ଏହା ବ୍ୟତୀତ, ଶ୍ରୀମତୀ ଶର୍ମା ଇକୋରୋ ଦ୍ୱାରା ପରିଚାଳିତ ଫୁଲୱାରି ସ୍କୁଲ୍ ର ନବୀକରଣ ହୋଇଥିବା ଶ୍ରେଣୀଗୃହର ଉଦଘାଟନ କରିଥିଲେ | ଏହି ଅବସରରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନେ ଉପସ୍ଥିତ ଥିଲେ |

0
0
0
s2sdefault