ସାଲେଭଟା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କୋଡିଏ ତମ ଜ୍ଞାନ ବିଜ୍ଞାନ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଲେଭଟାରୁ ଗୁରୁ ଶଙ୍କର  ପାଇକ - ବଲାଙ୍ଗୀର  ଜିଲ୍ଲା  ଆଗଲପୁର ପଂଚାୟତ  ସମିତି  ଅଧୀନ  ସାଲେଭଟା  ଗାଁ  ସ୍ଥିତ  ସରସ୍ବତୀ  ଶିଶୁ ବିଦ୍ୟା ମନ୍ଦିର  ଠାରେ  କୋଡିଏ ତମ    ଜ୍ଞାନ  ବିଜ୍ଞାନ  ମେଳା ତା  5/8/2023 ରେ   ଅନୁଷ୍ଠିତ  ହୋଇଯାଇଛି   ଉକ୍ତ ମେଳାକୁ  ବିଦ୍ୟାଳୟର  ପରିଚାଳନା ସମିତି ର କୋଷା ଧ୍ୟ କ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ  ଦ୍ବୀପ ପ୍ରଜ୍ବଳନ କରି  ଶୁଭାରମ୍ଭ କରିଥିଲେ   ବିଦ୍ୟାଳୟର  ଆଚାର୍ଯ୍ୟ   ଶ୍ରୀଯୁକ୍ତ ମନ ରଞ୍ଜନ  ପଧାନ  ଅତିଥି  ପରିଚୟ  ପ୍ରଦାନ  କରିଥିଲେ   ବିଦ୍ୟାଳୟର  ପ୍ରଧାନ  ଆଚା ର୍ଯ୍ୟ  ଶ୍ରୀଯୁକ୍ତ ମହାଦେବ  ମେହେର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ  କରିଥିଲେ ଏବଂ  ମୁଖ୍ୟ  ଅତିଥି  ଭାବେ ଶ୍ରୀଯୁକ୍ତ ସନାତନ  ପୁରୋହିତ  ଓ ସମ୍ମାନିତ ଅତିଥି  ଭାବେ  ଶ୍ରୀଯୁକ୍ତ କ୍ଷୀରୋଦ୍ର ସାହୁ  ନିଜ ନିଜ  ଅଭି ଭାଷଣ  ପ୍ରଦାନ  କରି ଥିଲେ  ମୁଖ୍ୟ  ବିଚାରକ  ଭାବେ  ଶ୍ରୀଯୁକ୍ତ ସନାତନ ପୂରୋହିତ, ଶ୍ରୀଯୁକ୍ତ କ୍ଷି ରୋଦ୍ର ସାହୁ, ଶ୍ରୀଯୁକ୍ତ ଭକ୍ତ  କୁମାର ସେଠ  ଓ ଶ୍ରୀଯୁକ୍ତ ଅମ୍ଲାନ ପାଣ୍ଡିଆ  ଯୋଗଦେଇ  ଶିଶୁ ଭାଇ  ଭଉଣୀ  ମାନଙ୍କୁ  ଉତ୍ସାହିତ କରିଥିଲେ   ମେଳାରେ  ବିଦ୍ୟାଳୟର  ଶିଶୁ ବର୍ଗର  ସାତଟି, ଏବଂ  ବାଳ  ବର୍ଗର  ଦଶଟି  ଏପରି  ମୋଟ ସତର ଟି ପ୍ରକଳ୍ପ ପ୍ରଦର୍ଶନ  କରାଯାଇଥିଲା ଶେଷରେ  ପରିଚାଲନା ସମିତିର  ଯୁଗ୍ମ ସମ୍ପାଦକ  ଶ୍ରୀଯୁକ୍ତ ଅଭିରାମ  ପରାଭୁଏ  ଧନ୍ୟବାଦ  ଅର୍ପଣ କରିଥିଲେ  ସ୍ଥାନୀୟ  ବିଦ୍ୟାଳୟର  ଗୁରୁଜୀ, ଗୁରୁମା ,ସେବ କ ସେବିକା  ଓ ବାହନ ଚାଲକ  ଭାଇ ମାନଙ୍କ  ପ୍ରଚେଷ୍ଟାରେ  କାର୍ଯ୍ୟକ୍ରମ ଟି ସାଫଲ୍ୟ  ମଣ୍ଡିତ ହୋଇଥିଲା

0
0
0
s2sdefault