ହେଡଲାଇନସ୍:

ପଦ୍ମପୁର ଏନ୍ ଏ ସି ରେ ମୁକ୍ତା ଯୋଜନା ର ସମୀକ୍ଷା କଲେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମୁକ୍ତା ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମୁକ୍ତା ଯୋଜନା ରେ ହୋଇଥିବା ଡ୍ରେନ୍ ଓ ରାସ୍ତା ଗୁଡିକର ସମୀକ୍ଷା କରିଛନ୍ତି l ଏହି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ମିଶନ ଶକ୍ତି ର ୭୮ ଜଣ ମା ମାନେ ଓ କର୍ମଚାରୀ ଅଜିତ ମହାକୁଡ, ସରୋଜିନୀ ରାଉତ, ଅନୁରାଧା ଚାନ୍ଦ, ସୁଲେଖା ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ l

0
0
0
s2sdefault