ହେଡଲାଇନସ୍:

ଗୁଦେରପାଲି ଘେଁସାଲି ସେତୁ ଉପରେ ୮ ଫୁଟ ପାଣି ଯାତାୟତ ଠପ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଗୁଦେରପାଲି ସେତୁରେ ଆଜି ୮ ଫୁଟ୍ ପାଣି ପ୍ରବାହିତ ହେଉଛି। ଯାହା ଫଲରେ ଆଜି ପଦ୍ମପୁର, ବିଜେପୁର,ବରଗଡ କୁ ସଂଯୋଗ କରୁଥିବା ରାସ୍ତା ଯୋଗାଯୋଗରେ ବିଛିନ୍ନ ହୋଇଯାଇଛି। ଯାତ୍ରୀ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

0
0
0
s2sdefault