ହେଡଲାଇନସ୍:

ପଦ୍ମପୁର ଏନ୍ ଏ ସି ରେ ମୁକ୍ତା ଯୋଜନା ର ସମୀକ୍ଷା କଲେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ବିଜ୍ଞପିତ ଅଞ୍ଚଳ ପରିଷଦ ର ରେ ମୁକ୍ତା ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମୁକ୍ତା ଯୋଜନା ରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ l ଉକ୍ତ ବୈଠକରେ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ସି.ଡି.ପି.ଓ ମୀନାକ୍ଷି ରାଜ, ୱାର୍ଡ ନଂ ୦୪ ର ସମସ୍ତ୍ ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ ଉପସ୍ଥିତ ଥିଲେ l

 

Image

0
0
0
s2sdefault