ହେଡଲାଇନସ୍:

ବାସୁଦେବପୁର ବିଜେଡ଼ି ର ବନ୍ଧୁ ମିଳନ ଉତ୍ସବ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର- ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଙ୍କ ଉପସ୍ଥିତରେ ନୀଳମଣି ଟାଉନ ହଲ ପରିସରରେ ବାସୁଦେବପୁର ବିଜୁ ଜନତା ଦଳ ତରଫରୁ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି  ବନ୍ଧୁମିଳନ ଉତ୍ସବରେ ଉପସ୍ଥିତ ଥିଲେ ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ ଓ ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶ ଓ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଓ ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ରଶ୍ମିତା ନାୟକ ଓ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଦେବଦର୍ଶନ ଦାଶ ଓ ବ୍ଲକ ଯୁବ ସଭାପତି ଜଗବନ୍ଧୁ ଖିଲାର, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ବିଶ୍ଵାଳ, ବରିଷ୍ଠ ନେତା ପ୍ରଫୁଲ୍ଲ ପଳିତ।, ଓ ମୁନ୍ସିପାଲିଟି ଉପାଧ୍ୟକ୍ଷ ଉତ୍ତମ ବାରିକ ଓ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଚିନ୍ମୟ କୁମାର ବାରିକ ଓ ମୁନ୍ସିପାଲିଟି ଯୁବ ସଭାପତି ମାନସରଞ୍ଜନ ସାହୁ ଓ ବ୍ଲକ ଛାତ୍ର ସଭାପତି କାଳନ୍ଦୀ ସାହୁ ଓ ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଶଶିଭୂଷଣ ବାରିକ ଓ ବିଜୟ କୁମାର ନାୟକ ଓ ପବିତ୍ରରଞ୍ଜନ ପୁହାଣ ପ୍ରମୁଖ । ବିଜେଡ଼ି ର ସମସ୍ତ ପଞ୍ଚାୟତର ସଦସ୍ୟ ଓ ସଦସ୍ୟା ଓ ମୁନ୍ସିପାଲିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault