ପଦ୍ମପୁର :- ସ୍ଥାନୀୟ ରଜାପଡା ଠାରେ ୦୧,୦୮,୦୯,୧୦ ଓ ୧୧ ନମ୍ବର ୱାର୍ଡ ପାଇଁ ଏକ ପିଡିଏସ ଚାଉଳ ବିତରଣ କେନ୍ଦ୍ର ଉଦଘାଟିତ ହୋଇଛି l ଏହି ବିତରଣ କେନ୍ଦ୍ର କୁ ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିଲେ l ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ପିଡ଼ିଏସ୍ ଚାଉଳ ବିତରଣ ର ଶୁଭାରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବାବୁଲୁ ଖାନ, ବିଜେଡ଼ି ଟାଉନ ସଭାନେତ୍ରୀ ମନୋରମା ମହାପାତ୍ର, କାଉନ୍ସିଲର ସଂଯୁକ୍ତା ପୃଷ୍ଟି ଉପସ୍ଥିତ ଥିଲେ l
ରାଜ୍ୟ
ପିଡ଼ିଏସ୍ ଚାଉଳ ବିତରଣ କେନ୍ଦ୍ର ଉଦଘାଟନ କଲେ ବିଧାୟିକା
- Hits: 393








