ହେଡଲାଇନସ୍:

ପୂର୍ବତଟ ରେଳପଥ ମହିଳା କଲ୍ଯାଣ ସଂଗଠନ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହିଳା କଲ୍ଯାଣ ସଂଗଠନ ପକ୍ଷରୁ ଏକ ବୃକ୍ଷ ରୋପଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ଏହି ଅଭିଯାନରେ ପୂର୍ବତଟ ରେଳପଥ ମହିଳା କଲ୍ଯାଣ ସଂଗଠନର ସଦସ୍ୟାମାନେ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମାଙ୍କ ନେତୃତ୍ବରେ ପୁରୀ ସ୍ଥିତ ରେଳ ଅଧିକାରୀ ବିଶ୍ରାମ ଗୃହ ଠାରେ ବୃକ୍ଷରୋପଣ କରୁଛନ୍ତି I ଏହି କାର୍ଯ୍ଯକ୍ରମକୁ ସଂଗଠନର ସମ୍ପାଦିକା ଶ୍ରୀମତୀ ମନମିତା ମଣ୍ଡଳ ପରିଚାଳନା କରିଥିଲେ I

0
0
0
s2sdefault