ହେଡଲାଇନସ୍:

ରାଉରକେଲା ଅବକାରୀ ବିଭାଗ ଦ୍ୱାରା ୧୨୮୫୦ କେଜି ମହୁଲ ପୋଚ ନଷ୍ଟ , ୩୨୦ ଲିଟର ମହୁଲି ମଦ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା(ବସନ୍ତ କୁମାର ଜେନା) : ଗତ ୨୬ ତାରିଖ ଦିନ ଅବକାରୀ ବିଭାଗ ପୋଲିସ ସୁପରିଟେଣ୍ଡେଣ୍ଟ ଅଧିକ୍ଷଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ରାଉରକେଲା ସବ୍-ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ତାଙ୍କ ଟିମ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ, ଭୁଚାହୁଣ୍ଡା, ରେଳପୋଷ, ଖଇରି ବନ୍ଧ ଅଞ୍ଚଳରୁ ଚେକିଙ୍ଗ କରି ୧୨୮୫୦ କେଜି ମହୁଲ ପୋଚ ନଷ୍ଟ କରିବା ସହ ୩୨୦ ଲିଟର ମହୁଲି ମଦ ଜବତ କରିଛନ୍ତି । ଏଥି ସହିତ ତିନି ଗୋଟି କେସ ରୁଜୁ କରାଯାଇଛି ଏବଂ ଦଣ୍ଡିଆପାଲି ଅଞ୍ଚଳରେ ଚଢାଉ କରି ଆଉ କେସ ରୁଜୁ କରାଯାଇଛି ।

0
0
0
s2sdefault