"ମହରମ୍' ପାଇଁ ଜୁଲାଇ ୨୮ ପରିବର୍ତ୍ତେ ଜୁଲାଇ୨୯ ତାରିଖ ଛୁଟି ଘୋଷଣା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର:ଚଳିତ ଜୁଲାଇ ୨୯ ତାରିଖ (ଶନିବାର) ଦିନ "ମହରମ୍' ପର୍ବ ପଡ଼ୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତିା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୮ (ଶୁକ୍ରବାର) ଦିନଟିକୁ "ମହରମ୍' ନିମନ୍ତେ ଛୁଟି ଘୋଷଣା କରାଯାଇଥିଲାା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ପରିବର୍ତ୍ତିତ ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୮ ତାରିଖ ପରିବର୍ତ୍ତେ ଜୁଲାଇ ୨୯ ତାରିଖ (ଶନିବାର) ଦିନଟିକୁ "ମହରମ୍' ପର୍ବ ନିମନ୍ତେ ଛୁଟି ଘୋଷଣା କରାଯାଇଛିା ଏହି ଘୋଷଣା ଅନୁଯାୟୀ ଜୁଲାଇ ୨୯ ତାରିଖ ଦିନ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଏବଂ ରାଜସ୍ୱ ଓ ମାଜିଷ୍ଟ୍ରିଆଲ୍ କୋର୍ଟ (ଏକ୍ଜିକୁଟିଭ୍) ବନ୍ଦ ରହିବା

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/