ପୋଖରୀରୁ କୁମ୍ଭୀର ଉଦ୍ଧାର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ -୨୭-୦୭-୨୩-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁକିଗାଁ ସ୍ଥିତ ଜଣେ ବ୍ୟକ୍ତି ଙ୍କ ଫାର୍ମ ହାଉସ ରେ ଥିବା ଏକ ପୋଖରୀ ରୁ ଏକ କୁମ୍ଭୀରକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଉଦ୍ଧାର ପରେ ଗ୍ରାମବାସୀ ବନ ବିଭାଗ କୁ ଖବର ଦେଇଥିଲେ । ବନ ବିଭାଗ ର ଏକ ଟିମ୍ ସୁକିଗାଁ ରେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ କୁମ୍ଭୀର କୁ ଉଦ୍ଧାର କରିଥିଲେ । ଏହି କୁମ୍ଭୀର ର ଲମ୍ବା ୪ ଫୁଟ ୯ ଇଞ୍ଚ ହୋଇଥିବେ ବେଳେ ଓଜନ ପ୍ରାୟ ୧୨ କେଜି ହେବ । ଏହା ମାଇ କି ଅଣ୍ଡିରା ଏବଂ କେଉଁ ପ୍ରଜାତି ର ତାହା ପରୀକ୍ଷା ପରେ ଜଣା ପଡ଼ିବ ବୋଲି କହିଛନ୍ତି ରେଞ୍ଜର।କୁମ୍ଭୀରକୁ କେଉଁ ସ୍ଥାନ
ରେ ଛଡାଯିବ ତାହା DFO ଙ୍କ ନିର୍ଦ୍ଦେଶ ରେ କରାଯିବ ବୋଲି କହିଛନ୍ତି ଉମରକୋଟ ରେଞ୍ଜର ଅନୁପ ସିଂ ପୁଝାରୀ । କୁମ୍ଭୀର ଟି ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡିଛି।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/