ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ସଂକ୍ରିପାଣି ଠାରେ କୋଶଳ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ସ୍ବାସ୍ଥ୍ଯ, ଜଙ୍ଗଲ ଓ ଜନଜାଗରଣ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଫରେଷ୍ଟ୍ ଗାର୍ଡ ଶ୍ରୀଯୁକ୍ତ ଶାନ୍ତନୁ ପ୍ରଧାନ ମୂଖ୍ୟ ବକ୍ତା ଭାବରେ ଫିରଙ୍ଗିମାଲ ହାଇସ୍କୁଲ ଶିକ୍ଷକ ତଥା ନାଟ୍ୟ ନିର୍ଦ୍ଦେଶକ ଗୁରୁ କୃଷ୍ଣଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ କଲାପ୍ରେମି ଶ୍ରୀଯୁକ୍ତ ରବି ନାରାୟଣ ବେହେରା ଯୋଗ ଦେଇଥିଲେ ଉକ୍ତ କାର୍ଯ୍ଯକ୍ରମରେ ପରିବେଶ ସଚେତନତା ଜଙ୍ଗଲ ଓ ପରିମଳ କେମିତି ଆଗକୁ ଭଲ ରହିବ ସେହି ବିଷୟରେ ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ବୁଝା ଯାଇଥିଲା ସ୍କୁଲ୍ ର ପିଲାମାନଙ୍କୁ ନେଇ ସିଶୁଟିଏ ପାଇଁ ଗଛ ଟିଏ ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା | ସଭାକାର୍ଯ୍ୟ ସାରି ଫରେଷ୍ଟ ଗାର୍ଡ ଙ୍କ ହସ୍ତ ରୁ ବୃକ୍ଷ ରୋପଣ କାର୍ଯ୍ଯ ଆରମ୍ଭ କରାଯାଇଥିଲା ଏଥିରେ ଅନୁଷ୍ଠାନର କର୍ମ କର୍ତ୍ତା ରବି ଚନ୍ଦ୍ର ସାହୁ,ପଞ୍ଚାନନ ସାହୁ, ବାବା ସମାରୁ ସାହୁ, ସୁରେନ୍ଦ୍ର ବିଶ୍ବାଳ, ଲଳିତ ଛେଚୁଆଁ, ଗୌନ୍ତିଆ ପୂର୍ଣ୍ଣ ଚନ୍ଦ୍ର ସାହୁ ଇତ୍ୟାଦି ସମସ୍ତେ ସହଯୋଗ କରିଥିଲେ ଶେଷରେ ଅନୁଷ୍ଠାନ ର ସମ୍ପାଦକ ତଥା ପ୍ରତିଷ୍ଠାତା ଶ୍ରୀ ପ୍ରମୋଦ ସାହୁ ସମସ୍ତ ଅତିଥି ଭଦ୍ରବ୍ୟକ୍ତି ଓ କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ |
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଫରେଷ୍ଟ୍ ଗାର୍ଡ ଶ୍ରୀଯୁକ୍ତ ଶାନ୍ତନୁ ପ୍ରଧାନ ମୂଖ୍ୟ ବକ୍ତା ଭାବରେ ଫିରଙ୍ଗିମାଲ ହାଇସ୍କୁଲ ଶିକ୍ଷକ ତଥା ନାଟ୍ୟ ନିର୍ଦ୍ଦେଶକ ଗୁରୁ କୃଷ୍ଣଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ କଲାପ୍ରେମି ଶ୍ରୀଯୁକ୍ତ ରବି ନାରାୟଣ ବେହେରା ଯୋଗ ଦେଇଥିଲେ ଉକ୍ତ କାର୍ଯ୍ଯକ୍ରମରେ ପରିବେଶ ସଚେତନତା ଜଙ୍ଗଲ ଓ ପରିମଳ କେମିତି ଆଗକୁ ଭଲ ରହିବ ସେହି ବିଷୟରେ ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ବୁଝା ଯାଇଥିଲା ସ୍କୁଲ୍ ର ପିଲାମାନଙ୍କୁ ନେଇ ସିଶୁଟିଏ ପାଇଁ ଗଛ ଟିଏ ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା |
ସଭାକାର୍ଯ୍ୟ ସାରି ଫରେଷ୍ଟ ଗାର୍ଡ ଙ୍କ ହସ୍ତ ରୁ ବୃକ୍ଷ ରୋପଣ କାର୍ଯ୍ଯ ଆରମ୍ଭ କରାଯାଇଥିଲା ଏଥିରେ ଅନୁଷ୍ଠାନର କର୍ମ କର୍ତ୍ତା ରବି ଚନ୍ଦ୍ର ସାହୁ,ପଞ୍ଚାନନ ସାହୁ, ବାବା ସମାରୁ ସାହୁ, ସୁରେନ୍ଦ୍ର ବିଶ୍ବାଳ, ଲଳିତ ଛେଚୁଆଁ, ଗୌନ୍ତିଆ ପୂର୍ଣ୍ଣ ଚନ୍ଦ୍ର ସାହୁ ଇତ୍ୟାଦି ସମସ୍ତେ ସହଯୋଗ କରିଥିଲେ ଶେଷରେ ଅନୁଷ୍ଠାନ ର ସମ୍ପାଦକ ତଥା ପ୍ରତିଷ୍ଠାତା ଶ୍ରୀ ପ୍ରମୋଦ ସାହୁ ସମସ୍ତ ଅତିଥି ଭଦ୍ରବ୍ୟକ୍ତି ଓ କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ
ରାଜ୍ୟ
କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ ସ୍ୱାସ୍ଥ୍ୟ , ଜଙ୍ଗଲ ଓ ପରିମଳ ଜନ ଜାଗରଣ କାର୍ଯ୍ୟକ୍ରମ
- Hits: 331






