ହେଡଲାଇନସ୍:

ଅଜଗରକୁ ବାନ୍ଧିଲେ ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ /ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମପଞ୍ଚାୟତର ଟେମରି ଗ୍ରାମରେ ଆଜି ସକାଳ ଭୋର ୪:୩୦ ମିନିଟ ପାଖାପାଖରେ ଉକ୍ତ ଗ୍ରାମର କିଛି ଲୋକ ସୌଚ ପାଇଁ ଗାଁମୁଣ୍ଡ ଡୁଙ୍ଗୁରି ପଟକୁ ଯାଉଥିବା ବେଳେ ଏକ ବିଶାଳ ଅଜଗର ସାପକୁ ଦେଖି ଥିଲେ । ଏହି ରାସ୍ତା ରେ ସବୁଦିନ ଛୋଟ ଛୋଟ ପିଲା ମାନେ ଚିକିଲି ଗ୍ରାମକୁ ପାଠ ପଢ଼ି ଯାଉଛନ୍ତି l ଆଗରୁ ବି ଅନେଗୁଡ଼ିଏ ବିସ ଧର ସାପ କୁ ମଧ୍ଯ ଦେଖି ବାକୁ ମିଳି ଥିଲା l ପରେ ସେହି ସାପ କୁ ସୁରକ୍ଷିତ ସ୍ଥାନରେ ଛାଡ଼ିବା ପାଇଁ ଦୌଡି ସାହାର୍ଯ୍ୟ ରେ ବାନ୍ଧି ବନ କର୍ମଚାରୀ ଙ୍କୁ ଖବର ଦେଇ ଗାଁ ରେ ଅପେକ୍ଷା କରିଥିବା ସୂଚନା ରହିଛି । ଏନେଇ ଅଜଗର ସାପର ଲମ୍ବ ଆନୁମାନିକ ୧୦ ଫୁଟରୁ ଅଧିକ ହେବା ନେଇ ଜଣାପଡିଛ ।

0
0
0
s2sdefault