୧୧୬ ତମ ପ୍ରତିଷ୍ଠା ଦିବସ ଅବସରରେ ବୃକ୍ଷ ରୋପଣ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବ୍ଯାଙ୍କ ଅଫ୍ ବରୋଦା ପଦ୍ମପୁର ଶାଖା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦହିତା ହାଇସ୍କୁଲ ପଡିଆ ଠାରେ ବ୍ଯାଙ୍କ ଅଫ୍ ବରୋଦା ର ୧୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ରାଞ୍ଚ ମ୍ୟାନେଜର କିରନ ମହାନନ୍ଦ, ଏ ବି ଏମ୍ ଦେବଦର୍ଶି ସାହୁ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l  ପରେ ବ୍ଯାଙ୍କ ପକ୍ଷରୁ ଛାତ୍ରୀ ମାନଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସନ୍ତୋଷ ପ୍ରଧାନ, ନିହାର ପାଣିଗ୍ରାହୀ, ଅଜିତ ସାହୁ, ଲକ୍ଷ୍ମୀ ମେହେର ପ୍ରମୁଖ ସହଯୋଗ କରିଥିଲେ l

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/