ହେଡଲାଇନସ୍:

କେନ୍ଦୁପତ୍ର ଶ୍ରମିକଙ୍କୁ ଧମକାଉଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ :- ସାଂସଦ ନିରଞ୍ଜନ ବିଶି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ଼ :- ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ଟେମରି ଗ୍ରାମର କିଛି ପତ୍ରତୋଳାଳୀ ଓ ଗ୍ରାମବାସି ମାନେ ପାଇକମାଲ ଥାନା ଅଧିକାରୀ ଙ୍କର ନିକଟରେ ଅଭିଯୋଗ କରିଥିଲେ ଯେ ଦୁଇ ଜଣ ବିଭାଗୀୟ କର୍ମଚାରୀ ତାଙ୍କୁ ପ୍ରଲୋଭନ ଦେବା ସହିତ ଧମକ ଦେଇ ବିଜେପି ମିଟିଂ କୁ ଯିବା ପାଇଁ ବାଧ୍ୟ କରୁଛନ୍ତି । ଏହି ବିଷୟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସାଂସଦ ନିରଞ୍ଜନ ବିଶି । ଏଟାଗୋଟେ ଧର୍ତ୍ତବ୍ୟ ଅପରାଧ ତଥା ବେଆଇନ । ଲୋକଙ୍କୁ ଧମକ ଦେଉଥିବା ଏହିଭଳି ସରକାରୀ କର୍ମଚାରୀଙ୍କ ଉପରେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରି ତୁରନ୍ତ କାର୍ଯ୍ୟରୁ ବରଖାସ୍ତ କରାଯିବା ଦରକାର ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

0
0
0
s2sdefault