Shasak Prashasak News - Odisha's No1. 24 x 7 Odia Newsportal Shasak Prashasak News - Odisha's No1. 24 x 7 Odia Newsportal

Saturday, 07 Feb 2026
  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ
ହେଡଲାଇନସ୍:
ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଓ ସ୍ୱଦେଶୀ ମେଳା ଉଦଘାଟିତ
ଜଙ୍ଗଲ ବନାଗ୍ନି ସଚେତନତା ତାଲିମ ଶିବିର ଅନୁଷ୍ଠିତ: ଜଙ୍ଗଲ ତଳେ ଗାଁ, ଜଙ୍ଗଲ ଆମର ମା',
୨୦୨୨ ମସିହା ମାରଣାସ୍ତ୍ର ଧରି ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଘଟଣା,
ସ୍କୁଲ ଫାଟକ ସାମ୍ନାରୁ ନାବାଳିକା ଅପହରଣ ଉଦ୍ୟମ,
ଶିକ୍ଷକତା ବୃତ୍ତି ନୁହେଁ ବ୍ରତ ହେବା ଜରୁରୀ
ପୁରୀରେ ସାକାହାର ସଚେତନତା ପାଇଁ ବିଶାଳ ଶୋଭାଯାତ୍ରା
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକୋତ୍ସଵ ମିଲେଞ୍ଜ - ୨୦୨୬
ପୁରୀ କୋର୍ଟକୁ ବୋମା ପକାଇ ଉଡାଇ ଦେବାକୁ ଧମକ;
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୬ ତମ ବାର୍ଷିକଉତ୍ସବ
୨୦୨୭ ଜନଗଣନା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରାଜ୍ୟ

ପ୍ରେସ କ୍ଲବ ଚଣ୍ଡିଖୋଲ ର ୩୪ ତମ ବାର୍ଷିକ ଉତ୍ସବ ପାଳନ

30 April 2022
Hits: 2761
Rating:
( 1 Rating )

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ପ୍ରେସ କ୍ଲବ ଚଣ୍ଡିଖୋଲ ପକ୍ଷରୁ ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଶ୍ରୀଯୁକ୍ତ ଆମର ପ୍ରସାଦ ଶତପଥୀ ଓ ସମ୍ମାନିତ ଅତିଥି ଭାବେ ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାଞ୍ଛଳ ଆଇଜି ଶ୍ରୀଯୁକ୍ତ ନରସିଂହ ଭୋଳ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ସମାଜ ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ| ସେମାନେ ବିନା ପାରିଶ୍ରମିକ ରେ ସାଧାରଣ ଜନତା ଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ପାଖରେ ନିର୍ଭିକତାର ସହ ଉପସ୍ଥାପନା କରିବା ସହ ବିଭିନ୍ନ ସମସ୍ୟା ର ସମାଧାନ ର ରାସ୍ତା ଦେଖଉଥିବା ବେଳେ ଜନ ଅକ୍ରୋସର ଶିକାର ହୋଇଛନ୍ତି | ଏଥିପାଇଁ ପ୍ରଶାସନିକ ସ୍ତରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କଠୋର ଆଇନ ପ୍ରଣୟନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମତବ୍ୟକ୍ତ୍ କରିଥିଲେ | ଅନ୍ୟମାନଙ୍କ ଭିତରେ ସୁଙ୍ଗୁଡା ଗ୍ରାମପଂଚାୟତ ର ସରପଞ୍ଚ ଶ୍ରୀମତୀ ଅଞ୍ଜୁଲତା ସ୍ୱାଇଁ, ସମିତିସଭ୍ୟା ଶ୍ରୀମତୀ ସ୍ନିଗ୍ଧାରାଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ମତବ୍ୟକ୍ତ କରିଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ଚଣ୍ଡିଖୋଲ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | ଏହି ଅବସରରେ ସମାଜ ସେବା ରେ ନିଜକୁ ନିୟୋଜିତ କରିଥିବା କିଛି ବ୍ୟକ୍ତିତ୍ଵ ଙ୍କୁ ସମ୍ମାନିତ କରାଯାଇଥିଲା

0
0
0
s2sdefault
twitter
twitter
facebook
google plus
whatsapp
share

 

 

 

 

 

 

 

 

 

 

 

 

 

 

  

 

 

© 2016 Shasak Prashasak News. All Rights Reserved.

Website design & developed by : Mahesh Technology

Search

  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ