ହେଡଲାଇନସ୍:

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ତଥା ସମାଜସେବୀ ରାକେଶ ସାହୁ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର(ସେକ କୌଶର )ରବିବାର ଦିନ ପୁରୀ ଠାରେ ଆୟୋଜିତ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ୪୯୯ ଓଡ଼ିଶାର ଦ୍ୱିତୀୟ ଜନ୍ମ ବାର୍ଷିକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣାଶୁଣା ଯୁବ ସମାଜସେବୀ ରାକେଶ ସାହୁ ସମ୍ବର୍ଦ୍ଧିତ ହୋଇଛନ୍ତି . ସାମ୍ବାଦିକତା ବୃତ୍ତିରେ ଥିବା ରାକେଶ ଜଣେ ସହୃଦୟ ମଣିଷ , ମାନବ ସେବା ହିଁ ମାଧବ ସେବା ଏହାକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରି ନିଃସ୍ୱାର୍ଥପର ସହ ସମାଜ ସେବା କ୍ଷେତ୍ରରେ ଆଘେଇ ଆସିଛନ୍ତି ନିଜ ପାଖା ପାଖି ଅଞ୍ଚଳରେ ରହୁଥିବା ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼େଇଥାନ୍ତି . ଟିମ୍ ୪୯୯ ଓଡ଼ିଶା ତାଙ୍କ ଉପରେ ଅନୁପ୍ରାଣିତ ହୋଇ ସଂଗଠନ ପକ୍ଷରୁ ତାଙ୍କୁ ସେବାରତ‌ ସମ୍ମାନ ୨୦୨୨ ରେ ସମ୍ମାନିତ କରାଯାଇଛି।

0
0
0
s2sdefault