ହେଡଲାଇନସ୍:

' ଘରକୁ ଫେରିବାକୁ ଡର' ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଜଣାଶୁଣା କବି ରକ୍ଷକ ନାୟକଙ୍କ କବିତା ସଂକଳନ ' ଘରକୁ ଫେରିବାକୁ ଡର' ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି l ଏହି ପୁସ୍ତକର ଉନ୍ମୋଚନ ଅବସରରେ କବି ଶ୍ରୀ ନାୟକଙ୍କ ସହ ପ୍ରକାଶକ 'ଅପୂର୍ବା'ର କ୍ଷୀରୋଦ ପତି ଉପସ୍ଥିତ ଥିଲେ |

0
0
0
s2sdefault