html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMP4RL9UXPK
`58; Hacked By probe `68;
[ HXIMP4rl9uxpk ]
HXIMP4rl9uxpk
CVE-2026-49049 | import vector

ବିଭିଷଣଙ୍କ ଉପରେ କେବେ ପଡିବ ପ୍ରଶାସନର ସଦୟ ନଜର !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ଗରିବ ଅସହାୟ ଲୋକମାନେ ପକ୍କା ଘରେ ସୁବିଧାରେ ରହିପାରିବେ ସେଥିପାଇଁ ସରକାର ବିଜୁ ପକ୍କା ଘର ଯୋଜନା ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଲୋକଙ୍କୁ ପକ୍କାଘର ଯୋଗାଇ ଦେଉଛନ୍ତି । ହେଲେ ପଞ୍ଚାୟତ ସ୍ତରୀୟ ଓ ବ୍ଳକ ସ୍ତରୀୟ ଅସାଧୁ କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପ୍ରକୄତ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି  । ଏଭଲି ଖବର ସବୁବେଳେ ସାମନାକୁ ଆସୁଛି । ଏଭଲି ଅଭାବନୀୟ ଖବର ଦେଖିବାକୁ ମିଲିଛି ପଦ୍ମପୁର ବ୍ଳକ ଦହିତା ପଞ୍ଚାୟତ ଆମଦହନ ଗ୍ରାମରେ । ବିଭିଷଣ କୁମ୍ଭାର ଆମ୍ବଦହନ ଗ୍ରାମର ଜଣେ ଗରିବ ଲୋକ । ଚାଷ କାର୍ଯ୍ୟ ଓ ମୂଲ ଲାଗି ପରିବାର ପୋଷଣ କରନ୍ତି । ସରକାରଙ୍କ ଦ୍ବାରା ପ୍ରଦତ୍ତ ପକ୍କାଘର ଯୋଜନା ପାଇଁ ଗରିବ ଶ୍ରେଣୀର ତାଲିକାରେ ତାଙ୍କ ନାମ କ୍ରମିକ ନମ୍ବର ୩୭୩ ରେ ରହିଛି । ହେଲେ ତାଙ୍କୁ ଏବେ ଯାଏଁ ପକ୍କାଘର ଟିଏ ମିଲି ପାରିନାହିଁ ବୋଲି ସେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେ ଏହାର ସତ୍ୟାସତ୍ୟ ତଦନ୍ତ କରି ଯଥାଶୀଘ୍ର ଏକ ପକ୍କାଘର ଯୋଗାଇ ଦେବାପାଇଁ ବିନମ୍ର ଅନୁରୋଧ କରିଛନ୍ତି । ଉପଜିଲ୍ଲାପାଳ ମହୋଦୟ ମଧ୍ୟ ବିଭିଷଣ କୁମ୍ଭାରଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ସମାଧାନ କରିବେ ବୋଲି ଆଶା ।

 

0
0
0
s2sdefault