ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଠାରେ ଆଜି କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ କୋରୋନା ଟୀକାକରଣ ଅଭିଯାନ । ଡାକ୍ତରଖାନା ର ବରିଷ୍ଠ କିରାଣୀ ଶ୍ରୀ ଲମ୍ବୋଦର ପଟେଲ ଙ୍କୁ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ତହସିଲ ସାହୁ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ , ପ୍ରଶାସନିକ ଅଧିକାରୀ , ସାମ୍ବାଦିକ ବନ୍ଧୁ ମାନଙ୍କ ଉପସ୍ଥିତ ରେ ଶ୍ରୀ ପଟେଲ ଙ୍କୁ ପ୍ରଥମ ଟୀକା ପ୍ରଦାନ କରାଯାଇଥିଲା । ସେହିପରି ପ୍ରଥମ ମହିଳା ଅଙ୍ଗନଓ୍ବାଡି କର୍ମୀ ଭାବେ ଅନିତା ପଣ୍ଡାଙ୍କୁ ଟୀକା ପ୍ରଦାନ କରାଯାଇଥିଲା ।
ରାଜ୍ୟ
ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଟୀକାକରଣ ଅଭିଯାନ
- Hits: 883
