ହେଡଲାଇନସ୍:

କିସ୍ ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୃସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ  

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତ। ସାମଲ ):  ସମ୍ବଲପୁର ଜିଲ୍ଲା ରେଢାଖୋଲ କିସିଣ୍ଡ। ପଞ୍ଚାୟତ କାର୍ଯ୍ୟାଳୟ ଠାରେ କିସ୍ ଛାତ୍ର ଛାତ୍ରୀ ଙ୍କୁ ଶୁଖିଲା ଖାଦ୍ୟ ଓ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି । ରେଢାଖୋଲ ଉପଖଣ୍ଡ ର କିସିଣ୍ଡ। , ନIକଟିଦେଉଳ ର ପ୍ରାୟ ୪୬ ଜଣ ଛାତ୍ର ଛାତ୍ରୀ ଙ୍କୁ ଏହି ସବୁ ବଣ୍ଟନ କରାଯାଇଛି । ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ପାଠ୍ୟ ପୃସ୍ତକ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଅନ୍ୟ ଛାତ୍ର ଛାତ୍ରୀ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ପିଲା ମାନଙ୍କ ଭବିଷ୍ୟତ କୁ ଦୃଷ୍ଟି ରେ ରଖି କିଟ୍ ଓ କିସ୍ ର ପ୍ରତିଷ୍ଟତା ଡ. ଅଚ୍ୟୁତ ସାମନ୍ତ ପ୍ରୟାସ ଜାରି ରଖିଛନ୍ତି । ଛାତ୍ର ଛାତ୍ରୀ ଏପରି ସହାୟତା ପାଇ ଖୁସି ଅନୁଭବ କରିବା ସହିତ ଡ. ଅଚ୍ୟୁତ ସାମନ୍ତ ଙ୍କୁ ପ୍ରସଂଶା କରିଛନ୍ତି ଅଭିଭାବକ ଓ ଛାତ୍ର ଛାତ୍ରୀ ।

 

0
0
0
s2sdefault