ହେଡଲାଇନସ୍:

ବଢ଼ିଲା ମିଆଦ :ବାହାର ଜିଲ୍ଲା ଲୋକଙ୍କୁ  ସ୍ୱର୍ଗଦ୍ୱାର ମନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପୁରୀ(ଶାସକ ପ୍ରଶାସକ)  : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ବର୍ଗଦ୍ବାରଠାରେ ବାହାର ଜିଲ୍ଲା ଏବଂ ଅନ୍ୟରାଜ୍ୟର ବ୍ୟକ୍ତିଙ୍କ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ମାତ୍ର କୋଭିଡ ନୀୟମ ଅନୁପାଳନ କରି ପୁରୀ ଜିଲ୍ଲାବାସିନ୍ଦା ସ୍ବର୍ଗଦ୍ବାରଠାରେ ସେମାନଙ୍କ ସଂପର୍କୀୟଙ୍କ ଶବଦାହ  ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ । ଜିଲ୍ଲା ମଧ୍ୟକୁ ଆସୁଥିବା ବାହାର ଜିଲ୍ଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସଂପୃକ୍ତ ତହସିଲଦାର ଓ ଆଇଆଇସି ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

0
0
0
s2sdefault