ଭୁବନେଶ୍ୱର( ଶାସକ ପ୍ରଶାସକ) ଆଜି ସୁସ୍ଥ ହେବାରେ ରେକର୍ଡ ହୋଇଛି | ଆଜି ଆଜି ରାଜ୍ୟରେ ୪୨୭୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପାଖାପାଖି ସମପରିମାଣର ଅର୍ଥାତ ୪୧୨୧ ଜଣ ଚିକିତ୍ସାଧୀନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହା ଏଯାବତ ସର୍ବକାଳୀନ ରେକର୍ଡ | ସୂଚନା ଯୋଗ୍ୟଯେ ରାଜ୍ୟରେ ସୁସ୍ଥ ହାର ଆଶାତୀତ ଭାବେ ପୃତ୍ତି ପାଇଛି | ଏ ଯାବତ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଂକ ସଂଖ୍ୟା ୧୨୯୮୫୯ରେ ପହଂଚିଛି | ଗତକାଲି ମଧ୍ୟ ୩୬୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଟାଏ ଦିନରେ ଗତକାଲି ୩୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ | ଅର୍ଥାତ ରାଜ୍ୟରେ ସଫଳ ଚିକିତ୍ସା ଓ ଆବଶ୍ୟକ ଯତ୍ନ ଦ୍ୱାରା ସୁସ୍ଥ ହେବା ହାର ସନ୍ତୋଷ ଜନକ ଭାବେ ଉଲ୍ଲେଖନୀୟ ଅଗ୍ରଗତି କରି ପାରିଛି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨୯୨୦ ରେ ପହଂଚିଛିଥିବା ବେଳେ ଏଯାବତ ୧୨୯୮୫୯ ସୁସ୍ଥ ହୋଇସାରିଲେଣି |
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୨ଜଣ ସୁସ୍ଥ ହୋଇଥିବା ବେଳେ ୪୪୦ଜଣ କଟକରୁ, ୨୭୫ ଜଣ ପୁରୀରୁ, ୨୭୨ଜଣ ଯାଜପୁରରୁ , ୨୬୮ ଜଣ ନୂଆପଡ଼ାରୁ, ୧୮୭ ଅନୁଗୁଳରୁ,୧୮୧ ବରଗଡରୁ, ୧୫୦ଜଣ ଢେଙ୍କାନାଳରୁ, ୧୨୬ଜଣ ମୟୁରଭଞ୍ଜରୁ, ୧୨୨ଜଣ ସୋନପୁରରୁ, ୧୧୯ଜଣ କୋରାପୁଟରୁ, ୧୦୮ବାଲେଶ୍ୱରରୁ, ୧୦୮ଜଣ ବଲାଙ୍ଗୀରରୁ ୧୦୩ଜଣ ସୁସ୍ଥ ହୋଇଛନ୍ତି |
ଜିଲ୍ଲାୱାରୀ ସୁସ୍ଥ ହୋଇଥିବା ବ୍ୟକ୍ତି
752 from Khordha
440 from Cuttack
275 from Puri
272 from Jajapur
268 from Nuapada
187 from Anugul
181 from Bargarh
150 from Dhenkanal
126 from Mayurbhanj
122 from Sonepur
119 from Koraput
108 from Baleswar
108 from Bolangir
103 from Ganjam
97 from Jagatsinghpur
83 from Keonjhar
76 from Boudh
75 from Kendrapara
69 from Kandhamal
66 from Jharsuguda
64 from Sundargarh
62 from Bhadrak
61 from Rayagada
60 from Sambalpur
56 from Nayagarh
51 from Kalahandi
29 from Gajapati
24 from Deogarh
24 from Nabarangpur
13 from Malkangiri











