ହେଡଲାଇନସ୍:

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଇଁ ସଂସଦର ପରାମର୍ଶଦାତା କମିଟିରେ ସୁଜିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ : ଓଡ଼ିଶାର ରାଜ୍ୟସଭା ସାଂସଦ ସୁଜିତ କୁମାର ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି | ତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାଇଁ ସଂସଦର ପରାମର୍ଶଦାତା କମିଟିର ସଦସ୍ୟ ଭାବେ  ମନୋନୀତ ହୋଇଥିବା ଜଣାପଡିଛି |

0
0
0
s2sdefault