ହେଡଲାଇନସ୍:

ନିର୍ମଳ ଚନ୍ଦ୍ର ମିଶ୍ର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ : ଧୀରେନ ପଟ୍ଟନାୟକଙ୍କୁ ଉଚ୍ଚ ଶିକ୍ଷା ନିଦେ୍ର୍ଧର୍ଶକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର: ବରିÂ ପ୍ରଶାସନିକ ସ୍ତରରେ ଶନିବାର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ନିମଳଚନ୍ଦ୍ର ମିଶ୍ର ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି  ।  ରୂପା ରୋଶନ ସାହୁ ୩ୟ ମହଲାକୁ ଆସିବା ପରେ ଏହି ପଦ ଖାଲି ଥିଲା କଟକରେ ର୍ନିମଳ ଚନ୍ଦ୍ରଙ୍କ ସ୍ଥାନ ପୂରଣ କରିବେ ସୁଶାନ୍ତ ମହାପାତ୍ର  । ଧୀରେନ ପଟ୍ଟନାୟକଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଘେଶକ ନିଯୁକ୍ତ କରାଯାଇଥିବା ବେଳେ, ଏମ୍ଏସ୍ଏମ୍ଇ ଅତିରିକ୍ତ ସ୍ଥିବ ଭାବରେ ମାଧବ ଚନ୍ଦ୍ର ବରିହାଙ୍କୁ ନିଯୁକ୍ତି ମିଳିଛି ସେହିଭଳି ବିଭୂତି ଭୂଷଣ ବେହେରା ଉତ୍ତରାଞ୍ଚଳ ଆରଡିସିଙ୍କ ସଚିବ ହୋଇଛନ୍ତି  ।

0
0
0
s2sdefault