ହେଡଲାଇନସ୍:

ଖମାର ବନାଞ୍ଚଳ ପକ୍ଷରୁ  ୭୨ତମ ବନମହୋତ୍ସବ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

(ପାଲଲହଡ଼ା/ ସୁଶାନ୍ତ କୁମାର ବେହେରା):  ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ କୁଂଜାମ୍ ଗ୍ରାମପଚାଂୟତ  ସାନଧଉରାଗୋଠ ଗ୍ରାମରେ ଖମାର ବନାଞ୍ଚଳ ପକ୍ଷରୁ  ୭୨ତମ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଲୋକପ୍ରିୟ ଯୁବନେତା ,ସମାଜସେବୀ ତଥା ୨୪ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସରୋଜ ସାହୁ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ଖମାର ବନାଞ୍ଚଳର ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

0
0
0
s2sdefault