ହେଡଲାଇନସ୍:

ମର୍ନିଙ୍ଗ ଷ୍ଟାର ଫୁଟବଲ କପ ଉଦଯାପିତ:ପାଚେର ଚମ୍ପିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ- ପଦ୍ମପୁର ବ୍ଳକ ଦହିତା ଗ୍ରାମରେ ମର୍ନିଙ୍ଗ ଷ୍ଟାର କ୍ଳବ ଦ୍ବାରା ଆୟୋଜିତ  ଫୁଟବଳ ମ୍ୟାଚ ଉଦଯାପିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳର ୧୪ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ପାଚେର ଓ ପଦ୍ମପୁର ଦଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ପାଚେର ଦଳ ଚମ୍ପିୟାନ ହୋଇଥିଲା । ଉଦଯାପନୀ ଉତ୍ସବରେ ଯୁବନେତା ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ପୁରଷ୍କୃତ କରିଥିଲେ ।ଚିତ୍ତରଞ୍ଜନ ପାଣ୍ଡେ,ଦେବେନ୍ଦ୍ର ଥନାପତି,ଦୀପକ ରାଜହଂସ ଓ ସୁଜିତ ରାଜହଂସ ଖେଳ ପରିଚାଳନା କରିଥିଲେ ଏବଂ ବାସୁଦେବ ପାଣିଗ୍ରାହୀ, ଭୂବନେଶ୍ୱର ବାରିକ, ଜିତ ନାଗ,ନିତେଶ ବାଗ,ଭଗବାନ କଠାର ଓ ବିଜୟ ଦୀପ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault