ହେଡଲାଇନସ୍:

ବାଳିକା ବିଭାଗରେ କିସ୍ ଓ ବାଳକ ବିଭାଗରେ ଜଙ୍ଗଲ କ୍ରୋ ଚମ୍ପିଆନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭାରତୀୟ ଅଣ୍ଡ-୧୯ ରଗ୍ବି ପ୍ରତିଯୋଗିତା ଉଦଯାପିତ
 ଭାରତୀୟ ଜାତୀୟ ମହିଳା ଟିମ ସହିତ ୨୩ ରାଜ୍ୟରୁ ୩୦ ଗୋଟି ଦଳ ଓ ୧୨ ଶହ ଖେଳାଳୀ


ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମୟୂରଭ ଜିଲ୍ଲା ରଗବି ଫୁଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଓ ଉନ୍ନର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଅଣ୍ଡର-୧୯ ରଗ୍ବି ପ୍ରତିଯୋଗିତା ସେପେଫମ୍ବର ୫ରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଥଲାା ଏହି ପରିପ୍ରେକ୍ଷୀରେ ସେପେଫମ୍ବର ୯ ରବିବାର ସନ୍ଧ୍ୟା---ଅନୁଷ୍ଠିତ ଉଦଯାପନୀ ସମାରୋହରେ ପ୍ରତିଯୋଗିତାର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇଥିବା ସମୟରେ ମୟୂରଭ ମହାରାଣୀ ରାଜଶ୍ରୀ ଭଦେଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାଯର୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲୋ ଉଚ୍ଛ ଉଦଯାପନୀ ଉତ୍ସବରେସମୟରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିବା ବେଳେ ମୟୂରଭ ଲୋକସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଏସିଆ ରଗବି ଆସୋସିଏସନର ସଭାପତି ଆଗା ହୋସେନ, ଉନ୍ନର ଭୂବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମୟୂରଭ ମହାରାଜା ତଥା ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଦେଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦାଃ, ଉନ୍ନର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ପ୍ରଦୀପ କୁମାର ଚାନ୍ଦ, ଷ୍ଟେସନ ଆଥେଲେଟିକ ଆସୋସିଏସନ ସମ୍ପାଦକ ସମାଜସେବୀ ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବାଳିକା ବିଭାଗର ଫାଇନାଲ ମ୍ୟାଚରେ ବିଜୟୀ ଟିମ ଭୂବନେଶ୍ୱର କିସକୁ ଚମ୍ପିଆନ ଟ୍ରଫି ଓ ପରାସ୍ତ ହୋଇଥିବା ଟିମ ପଶ୍ଚିମବଙ୍ଗ ରାଜ୍ୟର ଜଙ୍ଗଲ କ୍ରୋକୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲୋ ସେହିପରି ବାଳକ ବିଭାଗର ଫାଇନାଲ ମ୍ୟାଚରେ ବିଜୟୀ ଦଳ ପଶ୍ଚିମବଙ୍ଗର ଜଙ୍ଗଲ କ୍ରୋକୁ ଚମ୍ପିଆନ ଟ୍ରଫି ଓ ପରାସ୍ତ ହୋଇଥିବା ଟିମ ଦିଲ୍ଲୀ ରିବେଲସ୍କୁ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲୋ ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଯାଇଥିଲା ଓଡ଼ିଶା ତଥା ଓଡ଼ିଶା ବାହାରର ବିଶିଷ୍ଟ କଳାକାର ଅଭିଜିତ୍ ମୁଜୁମଦାର, ସତ୍ୟଜିତ୍ ପ୍ରଧାନ, ରୋଜାଲିନ ସାହୁ, ଦାଗ୍ଗର ଟୁଡ଼ì, କଳ୍ପନା ହାଁସଦାଃ ଓ ରିୟା ଦେ ପ୍ରମୁଖଙ୍କ ଦ୍ୱାରା ପରିବେଶିତ ସୁମଧୁର ସଙ୍ଗୀତର ମୂର୍ଚ୍ଛନା ସଙ୍ଗୀତର ସୁମଧୁର ଝଙ୍କାର ସହିତ ତାଳ ଦେଇ ଖେଳାଳୀମାନଙ୍କ ସହିତ ଦର୍ଶକମାନେ ମତୁଆଲା ହୋଇ ଉଠିଥିଲେ ଦର୍ଶକା ସୂଚନାଯୋଗ୍ୟ ଯେ, ଏହି ସର୍ବଭାରତୀୟ ଜାତୀୟ ଅଣ୍ଡର-୧୯ ରଗବୀ ଟୁର୍ଣ୍ଣାମେରେ ଭାରତୀୟ ଜାତୀୟ ମହିଳା ଟିମ ସହିତ ୨୩ ରାଜ୍ୟରୁ ୩୦ ଗୋଟି ଦଳ ଓ ୧୨ ଶହ ଖେଳାଳୀ ଅଂଶ ଗ୍ରହଣ କରିଥିଲୋ

 

 

0
0
0
s2sdefault