html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ଭାରତୀୟ ହକି ଦଳର ଜର୍ସି ଉନ୍ମୋଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁମ୍ବାଇ : ଭାରତ ପୁରୁଷ ହକି ଦଳ ର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି । ୭ ତାରିଖ ମୁମ୍ବାଇର ଏକ ହୋଟେଲରେ ବହୁ ଆଡ଼ମ୍ବରରେ ଭାରତୀୟ ପୁରୁଷ ହକି ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି। ଆସନ୍ତା ନଭେମ୍ବରରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ୱକପ ହକି ଏହି ବିଶ୍ୱକପ ହକି ରେ ଭାରତ  ପିନ୍ଧିବା ଜର୍ସି ହକିଇଣ୍ଡିଆ ତରଫରୁ ଉନ୍ମୋଚିତ ହୋଇଯାଇଛି।ଏହି ଉନ୍ମୋଚନ ଉତ୍ସବ ରେ ଭାରତୀୟ ଦଳ ର ସମସ୍ତ ହକି ଖେଳାଳୀ ଉପସ୍ଥିତ ରହିବା ସହିତ  ୧୯୭୫ ମସିହାରେ ଶେଷ ଥର ପାଇଁ ଭାରତ କୁ ବିଶ୍ୱକପ ଆଣିଥିବା ପୂର୍ବତନ ଅଧିନାୟକ ଅଜିତ ପାଲ ସିଂହ, ପାକିସ୍ତାନ କୁ ଏକ ମାତ୍ର ଗୋଲ ମାରି ଶେଷ ଥର ପାଇଁ ବିଶ୍ୱକପ ଜିତାଇଥିବା ଅଶୋକ କୁମାର, ଧନ ରଜ ପିଲେ,ସନ୍ଦୀପ ସିଂହ, ଏଡରିନ ଡିସଜା ଓ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ରହି ଭାରତୀୟ ଖେଳାଳୀ ଙ୍କୁ ଶୁବେଛା ଜଣାଇଥିଲେ

0
0
0
s2sdefault