ହେଡଲାଇନସ୍:

ପ୍ରଥମ ବୁଢାରଜା କ୍ରିକେଟ ଉଦଘାଟିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ନିକଟସ୍ଥ ବଇଦପାଲି ଗ୍ରାମରେ ପ୍ରଥମ ବୁଢାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।ଉଦଘାଟନୀ ମ୍ୟାଚ କନସିଂହା ଓ ଖୁଜେନ ମଧ୍ୟରେ ହୋଇଥିଲା।ଏଥିରେ କନସିଂହା ବିଜୟୀ ହୋଇଥିଲା।ମୁଖ୍ୟ ଅତିଥି ଟଙ୍କମଣି ସ୍ବାଇଁ,ସମ୍ମାନିତ ଅତିଥି ଯୁବଚାଷୀ ଅଜିତ ବିଶ୍ବାଳ,ଯାଦବ ସିଂ ବରିହା,ରମେଶ ରଣା ଯୋଗଦାନ କରି ଶୁଭାରମ୍ଭ କରିଥିଲେ।ତେଜରାଜ ସାହୁ ଓ ପଂଚାନନ ନେଟୀ ଖେଳ ପରିଚାଲନା କରିଥିବା ବେଳେ ଅଜିତ ବିଶ୍ବାଳ,ସୁଦାମ ନେଟୀ ଉଦଘୋଷକ ଥିଲେ।ଠାକୁର ନେଟୀ,ଅଶ୍ବିନୀ ଧରୁଆ,ଦୟାସାଗର ସାହୁ,ଭୋପାଲ ବୁଡେକ,ଦିବ୍ୟ ସାହୁ,ବିଦ୍ୟାଧର ରାଉତ,ରାଜକୁମାର ରାଉତ ସହଯୋଗ କରିଥିଲେ ।

0
0
0
s2sdefault